ରାଜକୋଟ: ଭାରତ-ଅଷ୍ଟେଲିଆ ମଧ୍ୟରେ 2ୟ ଦିନିକିଆ ମୁକାବିଲା। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(ଏସସିଏ) ଗ୍ରାଉଣ୍ଡରେ କଙ୍ଗାରୁ ଦଳ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।
ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ 10 ୱିକେଟରେ ବିଜୟୀ ହୋଇଥିଲା। 255 ରନର ଟାର୍ଗେଟକୁ ମାତ୍ର 38 ଓଭରରେ ହାସଲ କରିନେଇଥିଲା କଙ୍ଗାରୁ ଦଳ। ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ଭଳି। ଭାରତ ମ୍ୟାଚକୁ ବରାବର କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି।
-
Australia wins the toss and elects to bowl first in the 2nd ODI against #TeamIndia.#INDvAUS pic.twitter.com/VJk8YB30P7
— BCCI (@BCCI) January 17, 2020 " class="align-text-top noRightClick twitterSection" data="
">Australia wins the toss and elects to bowl first in the 2nd ODI against #TeamIndia.#INDvAUS pic.twitter.com/VJk8YB30P7
— BCCI (@BCCI) January 17, 2020Australia wins the toss and elects to bowl first in the 2nd ODI against #TeamIndia.#INDvAUS pic.twitter.com/VJk8YB30P7
— BCCI (@BCCI) January 17, 2020
ଭାରତୀୟ ଚୂଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ(ୱିକେଟ କିପର), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ରବିନ୍ଦ୍ର ଜାଡେଜା,ମହମ୍ମଦ ସାମି, ନବଦୀବ ସାଇନି, କୁଲଦୀପ ଯାଦବ, ଜସପ୍ରୀତ ବୁମରା।
ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ଆଲେକ୍ସ କେରୀ(ୱିକେଟ କିପର),ଆଷ୍ଟର ଆଗର, ମାର୍ନସ ଲବୁସାନ, କେଲ ରିଚାର୍ଡସନ, ଡାର୍କି ସଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ପାଟ କମିନ୍ସ।