ETV Bharat / sports

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି ।

author img

By

Published : Dec 15, 2019, 2:50 PM IST

chennai
ଫଟୋ ସୌଜନ୍ୟ: ଟ୍ବିଟର/@pti

ଚେନ୍ନାଇ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ 55 ରନରେ 2ଟି ୱିକେଟ ହରାଇଛି । ରୋହିତ ଶର୍ମା 34 ରନ କରି ବ୍ୟାଟିଂ କରୁଥିବା ବେଳେ ଶ୍ରେୟାସ ଆୟାର 23ରନ କରି ବ୍ୟାଟିଂ ଜାରି ରଖିଛନ୍ତି ।

ଭାରତ ଇଂନିସର 6ଷ୍ଠ ଓଭରରେ ଓପନର ଲୋକେଶ ରାହୁଲଙ୍କ ୱିକେଟ ହରାଇଥିଲା । ଏହା ପରେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୱିକେଟ ସହଳ ହରାଇଥିଲା । ମାତ୍ର 26ରନରେ 2 ୱିକେଟ ହରାଇ ଭାରତ ସଂକଟରେ ପଡିଥିଲା । ଲୋକେଶ ରାହୁଲ 15 ବଲରୁ 6ରନ କରି ସେଲଡନଙ୍କ ଦ୍ବାରା ଆଉଟ ହୋଇଥିଲା ବେଳେ ବିରାଟ 4 ବଲରୁ 4 ରନ କରି ସେଲଡନଙ୍କ ଦ୍ବାରା କ୍ଲିନବୋଲ୍ଡ ହୋଇଛନ୍ତି ।ସେହିପରି ୱେଷ୍ଟଇଣ୍ଡିଜ ପକ୍ଷରୁ ସେଲଡନ କଟରେଲ 2ଟି ୱିକେଟ ଅକ୍ତିଆର କରିଛନ୍ତି ।

Intro:Body:

fgffff

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.