ETV Bharat / sports

ଭାରତ-ବାଂଲାଦେଶ 2ୟ ଟି-20: ଭାରତର ବୋଲିଂ ନିଷ୍ପତ୍ତି

author img

By

Published : Nov 7, 2019, 8:17 PM IST

ଦ୍ବିତୀୟ ଟି-20 ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାଜକୋଟ: ଗୁଜୁରାଟ ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଦ୍ବିତୀୟ ଟି-20 ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଲାଂଦେଶ ନିଜର ବ୍ୟାଟିଂ ଆରମ୍ଭ କରି ଦମଦାର ଆରମ୍ଭ କରିଥିଲା ।

ଶେଷ ଖବର ସୁଦ୍ଧା ବାଂଲାଦେଶ 13.3 ବଲ ଖେଳି ଦଳ 4 ହରାଇ 105 ରନ ସ୍କୋର କରିଛି । ଓପନର ଲିଟନ ଦାଶ 29, ମହମ୍ମଦ ନାଏମ 36 ଏବଂ ସୌମ୍ୟ ସରକାର 30 ରନ ସ୍କୋର କରି ଆଉଟ ହୋଇଛନ୍ତି ।

ତେବେ ବାଂଲାଦେଶର ଦୁଇ ବ୍ୟାଟ୍ସମ୍ୟାନ ମହମ୍ମଦଦୁଲ୍ଲା ଏବଂ ହୋସାନ ବର୍ତ୍ତମାନ ବ୍ୟାଟିଂ ଜାରି ରଖିଛନ୍ତି ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.