ETV Bharat / sports

ବାରବାଟୀ ଦିନିକିଆରେ ଡେବ୍ୟୁ କରିପାରନ୍ତି ଏହି ବୋଲର - ବାରବାଟୀ ଦିନିକିଆ

ଘରୋଇ ଦଳର ଦ୍ରୁତ ବୋଲର ଦୀପକ ଚହର ଆହତ ହେବା କାରଣରୁ ଦଳରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଖେଳିବେ ନବାଗତ ନବଦୀପ ସାଇନ।

IND vs WI: Navdeep Saini replaces injured Deepak Chahar for 3rd ODI
ବାରବାଟୀ ଦିନିକିଆରେ ଡେବ୍ୟୁ କରିପାରନ୍ତି ଏହି ବୋଲର
author img

By

Published : Dec 20, 2019, 2:06 PM IST

କଟକ: ଦୁଇ ଦିନ ପରେ ବାରବାଟୀରେ ଫାଇନାଲ ଟକ୍କର। ଇଣ୍ଡିଆ-ଇଣ୍ଡିଜ୍‌ ଘରୋଇ ସିରିଜ ଡିସାଇଡର ମ୍ୟାଚ ରବିବାର ଖେଳାଯିବ। ଘରୋଇ ଦଳକୁ ଏକ ଝଟକା ଲାଗିଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ମଧ୍ୟ ଖରାପ ଖବର।

ଘରୋଇ ଦଳର ଦ୍ରୁତ ବୋଲର ଦୀପକ ଚହର ଆହତ ହେବା କାରଣରୁ ସେ ଦଳରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଖେଳିବେ ନବାଗତ ନବଦୀପ ସାଇନ। ସାଇନ ଟି-20 କ୍ରିକେଟରେ ଡେବ୍ୟୁ କରି ସାରିଥିବା ବେଳେ ଏପର୍ଯ୍ୟନ୍ତ ଦିନିକିଆ କ୍ୟାପ ପାଇନାହାଁନ୍ତି।

ଭାରତୀୟ ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟାର, ଋଷଭ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.