ETV Bharat / sports

WI vs IND ଟେଷ୍ଟ: ମୟଙ୍କ ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତର ସ୍ଥିତି ମଜବୁତ - india

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 2ୟ ଟେଷ୍ଟର ପ୍ରଥମ ଦିନରେ 5 ଓ୍ବିକେଟ ବିନିମୟରେ 264ରନ ହାସଲ କରିଛି ଭାରତ । ହନୁମା ବିହାରୀ (42) ଓ ରିଷଭ ପନ୍ତ(27) ରନ କରି କ୍ରିଜରେ ଅଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 31, 2019, 11:12 AM IST

ଜମାଇକା: ଗତକାଲି ଠାରୁ ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଯାଇଛି 2ୟ ଟେଷ୍ଟ ମ୍ୟାଚ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦଳ ପ୍ରଥମ ଦିନ ଶେଷ ଶୁଦ୍ଧା 5 ଓ୍ବିକେଟ ବିନିମୟରେ 264ରନ ହାସର କରିଛି । ହନୁମା ବିହାରୀ (42) ଓ ରିଷଭ ପନ୍ତ(27) ରନ କରି କ୍ରିଜରେ ଅଛନ୍ତି । କାରବିୟାନ ଦଳର ଅଧିନାୟକ ଜେସନ ହୋଲ୍ଡର ଦଳ ପକ୍ଷରୁ 3ଟି ଓ୍ବିକେଟ ହାସଲ କରିଛନ୍ତି ।

ind vs wi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଭାରତ ପକ୍ଷରୁ ବିରାଟ ସର୍ବାଧିକ 76ରନ୍‌ ହାସଲ କରିଥିବାବେଳେ ମୟଙ୍କ ଅଗ୍ରଓ୍ବାଲ 55ରନ୍‌ ହାସଲ କରିଛନ୍ତି । ଫଳରେ ଭାରତର ପ୍ରଥମ ଦିନ ପାଳି ଶେଷ ସୁଦ୍ଧା ଭାରତ ମଜବୁତ୍‌ ସ୍ଥିତିରେ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.