ETV Bharat / sports

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ପ୍ରଥମେ ଟସ୍‌ ଜିତି ବିରାଟ ବାହିନୀ ବୋଲିଂର ନିଷ୍ପତ୍ତି ନେଇଛି । ଭାରତ-ଶ୍ରୀଲଙ୍କା ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଗୌହାଟୀ ସ୍ଥିତ ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

author img

By

Published : Jan 5, 2020, 6:59 PM IST

IND vs SL
IND vs SL

ଗୌହାଟୀ: ଗୌହାଟୀ ସ୍ଥିତ ବରସାପାରା କ୍ରିକେଟ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-20 ମୁକାବିଲା । 2020 ବର୍ଷର ଏହା ପ୍ରଥମ ମ୍ୟାଚ । ତେବେ ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି ।

ଟିମ ଇଣ୍ଡିଆର ଲକ୍ଷ୍ୟ ରହିଛି ବିଜୟରୁ ବର୍ଷ ଆରମ୍ଭ କରିବା । ସେହିପରି ଅତିଥି ଦଳ ମାଲିଙ୍ଗା ବାହିନୀ ବି ଭାରତକୁ ମାତ୍‌ ଦେବା ଲକ୍ଷ୍ୟରେ ମୈଦାନଙ୍କୁ ଓହ୍ଲାଇଛି ।

IND vs SL
ଭାରତ ବନାମ ଶ୍ରୀଲଙ୍କା

ଭାରତ ଏକାଦଶ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର ।

IND vs SL
ଭାରତ ଏକାଦଶ

ଶ୍ରୀଲଙ୍କା ଏକାଦଶ ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାନୁସ ସନାକା, କୁସଲ ପରେରା(ୱିକେଟ କିପର), ଓସାଦା ଫର୍ଣ୍ଣାଣ୍ଡୋ,ଭାନୁକା ରାଜପାକ୍ସା, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା ।

IND vs SL
ଶ୍ରୀଲଙ୍କା ଏକାଦଶ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.