ETV Bharat / sports

2ୟ ଟି-20: ବୋଲରଙ୍କ କମାଲ, ଭାରତର ବିଜୟ ଟାର୍ଗେଟ 133 - ଭାରତ ନ୍ୟୁଜିଲାଣ୍ଡ 2ୟ ଟି20 ନ୍ୟୁଜ

ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟି20 ସିରିଜର 2ୟ ମ୍ୟାଚ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ରନ କରିଛି । ଫଳରେ ଭାରତ ସାମ୍ନାରେ 133ରନର ବିଜୟ ଲକ୍ଷ୍ୟ ।

IND Vs NZ
ଭାରତର ବିଜୟ ଟାର୍ଗେଟ 133
author img

By

Published : Jan 26, 2020, 2:15 PM IST

ଅକଲାଣ୍ଡ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି20 ସିରିଜର 2ୟ ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ନ୍ୟୁଜିଲାଣ୍ଡ। ନିର୍ଦ୍ଧାରିତ 20 ଓଭରରେ 132 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି ଦଳ ।

ଦଳ ପକ୍ଷରୁ ଓପନର ମାର୍ଟିନ ଗୁପ୍ଟିଲ ସର୍ବାଧିକ 33 ରନର ଇଂନିସ ଖେଳିଥିଲେ । ଅନ୍ୟତମ ଓପନର କଲିନ ମନ୍ରୋ 26 ରନ କରିବାକୁ ସମର୍ଥ ହୋଇଥିଲେ । ତେବେ ଶେଷ ଭାଗରେ ୱିକେଟ କିପର ସୈଫର୍ଟଙ୍କ ଲଢୁଆ 33 ରନ ଯୋଗୁ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଥିଲା ।

ବ୍ୟାଟିଂ ଅନୁକୂଳ ପିଚରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରାୟ ସମସ୍ତ ବୋଲର ମାପିଚୁପି ବୋଲିଂ କରିଥିଲେ । ନ୍ୟୁଜିଲାଣ୍ଡକୁ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବାକୁ ସୁଯୋଗ ଦେଇନଥିଲେ ଭାରତୀୟ ବୋଲର। ଫଳରେ ମାତ୍ର 132 ରନରେ ଘରୋଇ ଦଳକୁ ରୋକିବାକୁ ସଫଳ ହୋଇଛନ୍ତି ଭାରତୀୟ ବୋଲର । ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା 2ଟି ଓ ଶାର୍ଦ୍ଦୁଳ- ଚହଲ-ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.