ଅହମଦାବାଦ: ଭାରତ ବନାମ ଇଂଲଣ୍ଡ ଚତୁର୍ଥ ଟେଷ୍ଟର 3ୟ ଦିନରେ 365ରନ୍ କରି ଭାରତ ଅଲଆଉଟ୍ ହୋଇଛି । ପନ୍ତଙ୍କ ଶତକୀୟ ଓ ସୁନ୍ଦରଙ୍କ ନବାଦ 96ରନ୍ ଇଂନିସ ବଳରେ 160ରନ୍ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେବେ ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ 4ଟି ଓ୍ବିକେଟ ହାତେଇଛନ୍ତି ।
ସୂଚନାଥାଉକି, ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 294/7 , 89 ରନରେ ଆଗୁଆ ରହିଥିଲା।
-
INNINGS BREAK#TeamIndia all out 365, secure a 160-run lead in the 4⃣th @Paytm #INDvENG Test! @RishabhPant17 1⃣0⃣1⃣@Sundarwashi5 9⃣6⃣*
— BCCI (@BCCI) March 6, 2021 " class="align-text-top noRightClick twitterSection" data="
Follow the match 👉 https://t.co/9KnAXjaKfb pic.twitter.com/CNcVedSZAo
">INNINGS BREAK#TeamIndia all out 365, secure a 160-run lead in the 4⃣th @Paytm #INDvENG Test! @RishabhPant17 1⃣0⃣1⃣@Sundarwashi5 9⃣6⃣*
— BCCI (@BCCI) March 6, 2021
Follow the match 👉 https://t.co/9KnAXjaKfb pic.twitter.com/CNcVedSZAoINNINGS BREAK#TeamIndia all out 365, secure a 160-run lead in the 4⃣th @Paytm #INDvENG Test! @RishabhPant17 1⃣0⃣1⃣@Sundarwashi5 9⃣6⃣*
— BCCI (@BCCI) March 6, 2021
Follow the match 👉 https://t.co/9KnAXjaKfb pic.twitter.com/CNcVedSZAo
ଦଳ ପକ୍ଷରୁ ପନ୍ତ ସର୍ବାଧିକ 101ରନ୍ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର 96ରନ୍ କରି ନଟ୍ଆଉଟ୍ ରହିଥିଲେ । ସେହିପରି ଅକ୍ଷର 43, ରୋହିତ ଶର୍ମା 49, ପୂଜାରା 17, ରାହାଣେ 27, ଅଶ୍ବିନ 13ରନ୍ କରିଛନ୍ତି । ତେବେ ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ 4, ଜ୍ୟାକ ଲିଚ୍ 2, ଜେମ୍ସ 3ଟି ଓ୍ବିକେଟ ହାତେଇଛନ୍ତି ।
ଭାରତ ବନାମ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ 205 ରନରେ ଇଂଲଣ୍ଡର ପ୍ରଥମ ଇଂନିସ ସମାପ୍ତ ହୋଇଥିଲା ।