ଚେନ୍ନାଇ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର 2ୟ ମ୍ୟାଚର 4ର୍ଥ ଦିନର ଖେଳ ଜାରି । 3ୟ ଦିନରେ 3ଓ୍ବିକେଟ ହରାଇ 56ରନ୍ କରିଥିଲା ଇଂଲଣ୍ଡ । ତେବେ 4ର୍ଥ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଦଳ 7 ଓ୍ବିକେଟ ହରାଇ 116 ରନ୍ କରିଛି । ଏପଟେ ଭାରତକୁ ଜିତିବାକୁ ଆବଶ୍ୟକ 3ଟି ଓ୍ବିକେଟ ।
-
Kuldeep Yadav with his first wicket of the game.
— BCCI (@BCCI) February 16, 2021 " class="align-text-top noRightClick twitterSection" data="
Foakes departs at the stroke of lunch.#TeamIndia need 3 wickets to win the 2nd Test.
Scorecard - https://t.co/Hr7Zk2kjNC #INDvENG @Paytm pic.twitter.com/h3AToQDVdG
">Kuldeep Yadav with his first wicket of the game.
— BCCI (@BCCI) February 16, 2021
Foakes departs at the stroke of lunch.#TeamIndia need 3 wickets to win the 2nd Test.
Scorecard - https://t.co/Hr7Zk2kjNC #INDvENG @Paytm pic.twitter.com/h3AToQDVdGKuldeep Yadav with his first wicket of the game.
— BCCI (@BCCI) February 16, 2021
Foakes departs at the stroke of lunch.#TeamIndia need 3 wickets to win the 2nd Test.
Scorecard - https://t.co/Hr7Zk2kjNC #INDvENG @Paytm pic.twitter.com/h3AToQDVdG
ଭ୍ରମଣକାରୀ ଦଳକୁ ଜିଣିବାକୁ ଆହୁରି 366ରନ୍ର ଆବଶ୍ୟକତା ରହିଛି । ଭାରତୀୟ ଦଳ ପକ୍ଷରୁ ଅକ୍ଷର ଓ ଅଶ୍ବିନ ସର୍ବାଧିକ 3ଟି ଓ୍ବିକେଟ ହାତେଇଛନ୍ତି । କୁଳଦୀପ 1ଟି ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।
ଲଞ୍ଚବ୍ରେକ ବେଳକୁ କ୍ରିଜରେ ଜୋ ରୁଟ (33) ରହିଛନ୍ତି ।