ETV Bharat / sports

ଚେନ୍ନାଇ ଟେଷ୍ଟ ଦ୍ବିତୀୟ ଦିନ: ଟି ବ୍ରେକ ସୁଦ୍ଧା ଇଂଲଣ୍ଡ 106/8

author img

By

Published : Feb 14, 2021, 2:44 PM IST

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର 2 ଦିନର ଖେଳ ଜାରି । ଦ୍ବିତୀୟ ଦିନରେ ଭାରତୀୟ ବୋଲରଙ୍କ ବଲ୍‌ରେ ଘାଇଲା ଭ୍ରମଣକାରୀ ଦଳ ଇଂଲଣ୍ଡ । ତେବେ ଟି ବ୍ରେକ ସୁଦ୍ଧା 8 ଓ୍ବିକେଟ ହରାଇ 106ରନ୍ କରିଛି ଇଂଲଣ୍ଡ ।

ଚେନ୍ନାଇ ଟେଷ୍ଟ,2ୟ ଦିନ: ଟି ବ୍ରେକ ସୁଦ୍ଧା ଇଂଲଣ୍ଡ 106/8

ଚେନ୍ନାଇ: ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର 2ଦିନର ଖେଳ ଜାରି । 2ୟ ଦିନରେ ଭାରତୀୟ ବୋଲରଙ୍କ ବଲ୍‌ରେ ଘାଇଲା ଭ୍ରମଣକାରୀ ଦଳ ଇଂଲଣ୍ଡ । ଅଶ୍ବିନ ସର୍ବାଧିକ 4ଟି ଓ୍ବିକେଟ ହାତେଇଛନ୍ତି । ତେବେ ଟି ବ୍ରେକ ସୁଦ୍ଧା 8 ଓ୍ବିକେଟ ହରାଇ 106ରନ୍ କରିଛି ଇଂଲଣ୍ଡ ।

ଭାରତୀୟ ଦଳ ପକ୍ଷରୁ ଅକ୍ଷର ପଟେଲ 2ଟି, ସିରାଜ ଓ ଇଶାନ୍ତ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ତେବେ ଟି ବ୍ରେକ ବଳକୁ କ୍ରିଜରେ ବେନ ଫୋକ୍ସ (23ରନ୍‌) ରହିଛନ୍ତି ।

ରରି 0ରେ ଆଉଟ୍‌ ହୋଇଥିବାବେଳେ ଡୋମିନିକ 16, ଡେନିୟଲ 9, ଜୋ ରୁଟ୍‌ 6, ବେନ୍‌ ଷ୍ଟୋକ୍ସ 18, ମୋଇନ 6 ଓ ଓଲି 1ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.