ETV Bharat / sports

ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 59/2

3ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା 2 ଓ୍ବିକେଟ ହରାଇ 59ରନ୍‌ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

author img

By

Published : Feb 7, 2021, 12:38 PM IST

ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 59/2
ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 59/2

ଚେନ୍ନାଇ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ଆଜି 3ୟ ଦିନର ଖେଳ ଜାରି ରହିଛି । ପ୍ରଥମ ଇଂନିସରେ ଇଂଲଣ୍ଡ ଦଳର ବିସ୍ଫୋରକ ବ୍ୟାଟିଂ ପରେ କ୍ରିଜରେ ଭାରତୀୟ ବ୍ୟାଟ୍ସମ୍ୟାନ । 3ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା 2 ଓ୍ବିକେଟ ହରାଇ 59ରନ୍‌ କରିଛି ଟିମ ଇଣ୍ଡିଆ ।

ଟିମ୍‌ ଇଣ୍ଡିଆକୁ ଆରମ୍ଭରୁ ହିଁ ଝଟକା ମିଳିଛି । ରୋହିତ ଶର୍ମା ମାତ୍ର 6ରନ୍‌ କରି ଜୋଫ୍ରା ଆର୍ଚରଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ । ଏହାପରେ 9.2 ଓଭରରେ ପୁଣି ଜୋଫ୍ରା ଆର୍ଚରଙ୍କ ଶୀକାର ହୋଇଛନ୍ତି ଶୁଭମନ ଗିଲ (29ରନ୍‌, 28ବଲ୍‌,5ଚୌକା) ।

ବର୍ତ୍ତମାନ କ୍ରିଜରେ ପୂଜାରା ଓ କୋହଲି ଅଛନ୍ତି । ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ ଦଳ । ଦଳ ପ୍ରଥମ ଇଂନିସରେ 578ରନ୍‌ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.