ଚେନ୍ନାଇ: ବର୍ଷକ ପରେ ଭାରତକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ । ତେବେ ଟସ୍ ଜିତି ବ୍ୟାଟିଂ କରୁଛି ଭ୍ରମଣକାରୀ ଦଳ ଇଂଲଣ୍ଡ । ପ୍ରଥମ ଦିନର ଲଞ୍ଚ ବ୍ରେକ୍ ସୁଦ୍ଧା 2 ଓ୍ବିକେଟ ହରାଇ 67ରନ୍ କରିଛି ଇଂଲଣ୍ଡ ।
-
That will be Lunch on Day 1 of the 1st Test.
— BCCI (@BCCI) February 5, 2021 " class="align-text-top noRightClick twitterSection" data="
Ashwin, gave India an opening, and then the brilliance of Bumrah got Lawrence.
England 67/2
Scorecard - https://t.co/VJF6Q62aTS @Paytm #INDvENG pic.twitter.com/oR0nv8CiYK
">That will be Lunch on Day 1 of the 1st Test.
— BCCI (@BCCI) February 5, 2021
Ashwin, gave India an opening, and then the brilliance of Bumrah got Lawrence.
England 67/2
Scorecard - https://t.co/VJF6Q62aTS @Paytm #INDvENG pic.twitter.com/oR0nv8CiYKThat will be Lunch on Day 1 of the 1st Test.
— BCCI (@BCCI) February 5, 2021
Ashwin, gave India an opening, and then the brilliance of Bumrah got Lawrence.
England 67/2
Scorecard - https://t.co/VJF6Q62aTS @Paytm #INDvENG pic.twitter.com/oR0nv8CiYK
ବ୍ରେକ ବେଳକୁ କ୍ରିଜରେ ଜୋ ରୁଟ୍ (4*) ଓ ଡୋମିନିକ ସିବଲେ (26*) ରହିଛନ୍ତି ।
ଇଂଲଣ୍ଡର ଓପନର ଯୋଡି ରରି ବର୍ଣ୍ଣସ -ଡୋମିନିକ ସିବଲେ ଦଳକୁ ଭଲ ଆରମ୍ଭ ଦେଇଥିଲେ । ତେବେ ଅଶ୍ବିନ ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଭାରତ ପକ୍ଷରୁ ଆର ଅଶ୍ବିନ ରରିଙ୍କ ଓ୍ବିକେଟ ନେଇ ଟିମ୍ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଛନ୍ତି ।
ରରି 33ରନ୍ କରି କ୍ୟାଚ ଆଉଟ୍ ହୋଇଛନ୍ତି । ତେବେ ରରିଙ୍କ ସ୍ଥାନରେ ଡେନିଏଲ ଗ୍ରାଉଣ୍ଡକୁ ଆସିଥିଲେ । କିନ୍ତୁ ବୁମରାଙ୍କ ବଲ୍ରେ ବିନା ଖାତା ଖୋଲି ଡେନିଏଲ ଆଉଟ୍ ହୋଇଛନ୍ତି ।