ETV Bharat / sports

ବେଙ୍ଗାଲୁରୁ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

IND vs AUS, 3rd ODI
ବେଙ୍ଗାଲୁରୁ ଦିନିକିଆ
author img

By

Published : Jan 19, 2020, 1:08 PM IST

Updated : Jan 19, 2020, 1:30 PM IST

12:33 January 19

ବେଙ୍ଗାଲୁରୁ: ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ନିର୍ଣ୍ଣାୟକ ଲଢେଇ । କ୍ୟାପଟେନ କୋହଲିଙ୍କ ହୋମ ଗ୍ରାଉଣ୍ଡ ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି ଏହି ହାଇଭୋଲଟେଜ ଲଢେଇ । ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । 

ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ(ୱିକେଟ କିପର), ମନୀଷ ପାଣ୍ଡେ, ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନବଦୀବ ସାଇନି, ଜଶପ୍ରୀତ ବୁମରା, ମହମ୍ମଦ ସାମି।

ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର,  ଆଲେକ୍ସ କେରୀ(ୱିକେଟ କିପର), ମାର୍ନସ ଲବୁସାନ, ଜୋଶ ହେଜେଲଉଡ, ଆଷ୍ଟର ଆଗର, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଡାମ ଜାମ୍ପା, ପାଟ କମିନ୍ସ ।

Intro:Body:

BREAKING

Conclusion:
Last Updated : Jan 19, 2020, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.