ETV Bharat / sports

ମାହିଙ୍କ ପ୍ରଶଂସାରେ ଇମରାନ ତାହିର

author img

By

Published : Jan 31, 2021, 2:52 PM IST

ଚେନ୍ନାଇ ସୁପରକିଙ୍ଗ୍ସର ଷ୍ଟାର ସ୍ପିନର ଇମରାନ ତାହିର ମାହିଙ୍କ ବେଶ୍‌ ପ୍ରଂଶାସ କରିଛନ୍ତି । ସେ ବହୁତ ଭଲ ମଣିଷ । ସେ ସମସ୍ତଙ୍କୁ ବୁଝନ୍ତି ଓ ସମ୍ମାନ କରନ୍ତି ।

ମାହିଙ୍କ ପ୍ରଶଂସାରେ ଇମରାନ ତାହିର
ମାହିଙ୍କ ପ୍ରଶଂସାରେ ଇମରାନ ତାହିର

ହାଇଦ୍ରାବାଦ: ଚେନ୍ନାଇ ସୁପରକିଙ୍ଗ୍ସର ଷ୍ଟାର ସ୍ପିନର ଇମରାନ ତାହିର ମାହିଙ୍କ ବେଶ୍‌ ପ୍ରଂଶାସ କରିଛନ୍ତି । ତାହିରଙ୍କ ଅନୁସାରେ ମାହିଙ୍କ ପାଖରେ ବିଶ୍ବର ଶ୍ରେଷ୍ଠ ଜ୍ଞାନ ରହିଛି । ତାଙ୍କୁ ଜଣା କେଉଁଠି କେତେବେଳେ କେଉଁ ଖେଳାଳି ଫିଲ୍ଡ କରିବେ ।

ମାହିଙ୍କ ପ୍ରଶଂସାରେ ଇମରାନ ତାହିର
ମାହିଙ୍କ ପ୍ରଶଂସାରେ ଇମରାନ ତାହିର

41ବର୍ଷୀୟ ଇମରାନ ତାହିର ସିଏସକେ ଦଳ 26ଟି ମ୍ୟାଚ ଖେଳିଛନ୍ତି ।

ସେ ଏକ ସ୍ପୋର୍ଟ ଓ୍ବେବସାଇଟ୍‌ରେ କହିଛନ୍ତି, ଏମଏସ ଧୋନିଙ୍କ ସହ ଖେଳିବା ବେଶ୍‌ ମଜାଦାର । 3ବର୍ଷ ହେଲା ତାଙ୍କ ସହ ଖେଳିଛି । ସେ ବହୁତ ଭଲ ମଣିଷ । ସେ ସମସ୍ତଙ୍କୁ ବୁଝନ୍ତି ଓ ସମ୍ମାନ କରନ୍ତି । ଚେନ୍ନାଇ ପାଇଁ କ୍ରମାଗତ ଖେଳିବାକୁ ଚାହୁଁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.