ETV Bharat / sports

ଭାରତ ବନାମ ଅଷ୍ଟ୍ର୍ରେଲିଆ: ଖରାପ ଫର୍ମରେ ଜୋ ବର୍ଣ୍ଣସ, ପଣ୍ଟିଂଙ୍କ ସମର୍ଥନ

author img

By

Published : Dec 15, 2020, 10:22 PM IST

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂ ଜୋ ବର୍ଣ୍ଣସଙ୍କ ଉପରେ ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ ନେଇ ଗୁରୁତ୍ବପୂର୍ଣ୍ଣ ବୟାନ । ଅଧିକ ପଢନ୍ତୁ..

I'm sticking with Joe Burns for first Test, says Ponting
ଭାରତ ବନାମ ଅଷ୍ଟ୍ର୍ରେଲିଆ: ଖରାପ ଫର୍ମରେ ଜୋ ବର୍ଣ୍ଣସ, ପଏଣ୍ଟିଂଙ୍କ ସମର୍ଥନ

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ନେଇ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଡିସେମ୍ବର 17(ଗୁରୁବାର)ରୁ ଆରମ୍ଭ ହେଉଛି ଏହି ହାଇଭୋଲଟେଜ ଟେଷ୍ଟ ସିରିଜ ।

I'm sticking with Joe Burns for first Test, says Ponting
ଜୋ ବର୍ଣ୍ଣସ

ତେବେ ଏହି ସିରିଜକୁ ନେଇ ବଢୁଛି ଉତ୍ସାହ । ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂ ଜୋ ବର୍ଣ୍ଣସଙ୍କ ଉପରେ ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ ନେଇ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି ।

ଜୋ ବର୍ଣ୍ଣସଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଭରସା କରିବା ଉଚିତ ବୋଲି କହିଛନ୍ତି ପଣ୍ଟିଂ ।

ରିକି ପଏଣ୍ଟିଂ

31 ବର୍ଷୀୟ ବର୍ଣ୍ଣସ କ୍ୟାରିୟରର ଏକ ଖରାପ ସମୟ ଦେଇ ଗତି କରୁଛନ୍ତି । ଶେଷ 9ଟି ପ୍ରଥମ ଶ୍ରେଣୀ ଟେଷ୍ଟ ଇଂନିସରେ 6.89 ହାରରେ ମାତ୍ର 62 ରନ ସଂଗ୍ରହ କରିଛନ୍ତି ବର୍ଣ୍ଣସ । 29 ରନ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ ରହିଛି । ଭାରତ ବିପକ୍ଷ ଦୁଇଟି ଅଭ୍ୟାସ ମ୍ୟାଚରେ ଶେଷ 4ଟି ଇଂନିସରେ ବର୍ଣ୍ଣସ 4, 0, 0, 1 ସହ ରନ ପାଇଁ ସଂଘର୍ଷ କରୁଛନ୍ତି ।

ତେବେ ବର୍ଣ୍ଣସଙ୍କୁ ନେଇ ସକରାତ୍ମକ ମତ ପୋଷଣ କରିଛନ୍ତି ପଣ୍ଟିଂ ।

ଶେଷ 40ଟି ଟେଷ୍ଟ ଇଂନିସରେ 40 ହାରରେ ସେ 4ଟି ଟେଷ୍ଟ ଶତକ ହାସଲ କରିଥିବା କହିଛନ୍ତି ପଣ୍ଟିଂ । ସେଥିପାଇଁ ବର୍ଣ୍ଣସଙ୍କ ଉପରେ ଭରସା କରିବା ଉଚିତ ବୋଲି ପଣ୍ଟିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.