ETV Bharat / sports

ଅଶ୍ବିନଙ୍କ ମଙ୍କଡିଂ ପ୍ରୟାସ ପାଇଁ ଧୋନିଙ୍କୁ ଦାୟୀ କଲେ ରିକି ପଣ୍ଟିଂ !

author img

By

Published : Oct 6, 2020, 9:34 PM IST

ଏହି ଘଟଣାରେ ଆଇସଲ୍ୟାଣ୍ଡ କ୍ରିକେଟ୍ ଏକ ମଜାଦାର ଟ୍ବିଟ କରିଛି । ଯେଉଁଥିରେ ଏକ ମଜାଦାର କଥା ଉଲ୍ଲେଖ ରହିଛି । ଆଉ ଏହି କଥାଟିକୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ରିକି ପଣ୍ଟିଂ କହିଥିବା ମଧ୍ୟ ଏଥିରେ କହୁଯାଇଛି । ବାସ୍ତବରେ ଏହା କେବଳ ଏକ ମଜାଳିଆ ଅନ୍ଦାଜରେ କରାଇଥିବା କହିଛି ଆଇସଲ୍ୟାଣ୍ଡ କ୍ରିକେଟ୍ ।

ଅଶ୍ବିନଙ୍କ ମଙ୍କଡିଂ ପ୍ରୟାସ ପାଇଁ ଧୋନିଙ୍କୁ ଦାୟୀ କଲେ ରିକି ପଣ୍ଟିଂ !
ଅଶ୍ବିନଙ୍କ ମଙ୍କଡିଂ ପ୍ରୟାସ ପାଇଁ ଧୋନିଙ୍କୁ ଦାୟୀ କଲେ ରିକି ପଣ୍ଟିଂ !

ହାଇଦ୍ରାବାଦ: ସୋମବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମ୍ୟାଚରେ ଅଶ୍ୱିନ ବାଙ୍ଗାଲୋର ଓପନର୍ ଆରୋନ ଫିଞ୍ଚଙ୍କୁ ମଙ୍କଡ ଆଉଟ କରିବା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ ତାଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ ଅଶ୍ବିନ ।

  • “This is so unsporting of MS Dhoni. He does it all the time. The batsman only came out of his crease by a short margin and he didn’t mean to. Dhoni should be giving the batsman a warning and then let him carry on batting.” — Ricky Ponting pic.twitter.com/fMBZ3tYPda

    — Iceland Cricket (@icelandcricket) October 6, 2020 " class="align-text-top noRightClick twitterSection" data=" ">

ତେବେ ଏହି ଘଟଣାରେ ଆଇସଲ୍ୟାଣ୍ଡ କ୍ରିକେଟ୍ ଏକ ମଜାଦାର ଟ୍ବିଟ କରିଛି । ଯେଉଁଥିରେ ଏକ ମଜାଦାର କଥା ଉଲ୍ଲେଖ ରହିଛି । ଆଉ ଏହି କଥାଟିକୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ରିକି ପଣ୍ଟିଂ କହିଥିବା ମଧ୍ୟ ଏଥିରେ କହୁଯାଇଛି । ବାସ୍ତବରେ ଏହା କେବଳ ଏକ ମଜାଳିଆ ଅନ୍ଦାଜରେ କରାଇଥିବା କହିଛି ଆଇସଲ୍ୟାଣ୍ଡ କ୍ରିକେଟ୍ ।

ପୋଷ୍ଟରେ ଲେଖା ହୋଇଛି, "ଏମଏସ ଧୋନି ମଧ୍ୟ ଅନ ସ୍ପୋର୍ଟିଂ ବ୍ୟବହାର କରନ୍ତି । ବ୍ୟାଟ୍ସମ୍ୟାନ୍ କେବଳ ଏକ ଛୋଟ ମାର୍ଜିନ। କ୍ରିଜରୁ ବାହାରି ଆସିଲେ ଧୋନି ସବୁବେଳେ ତାଙ୍କୁ ଷ୍ଟମ୍ପିଂ କରନ୍ତି । ଏହାର ଅର୍ଥ ନୁହେଁ ଯେ ଧୋନି ବ୍ୟାଟ୍ସମ୍ୟାନଙ୍କୁ ସତର୍କ କରାଇ ତା’ପରେ ତାଙ୍କୁ ବ୍ୟାଟିଂ କରିବାକୁ କହିବେ : ରିକି ପଣ୍ଟିଂ ’’ ।

ଏହା ପ୍ରକୃତରେ ଆଇସଲ୍ୟାଣ୍ଡ କ୍ରିକେଟର ସର୍ବୋତ୍ତମ ରୂପରେ ଏକ ବ୍ୟଙ୍ଗ । ଏହା ଖେଳ ଦୁନିଆ ମଧ୍ୟରୁ ଗୋଟିଏ ହୋଇପାରେ । କିନ୍ତୁ ସେମାନଙ୍କର ସୋସିଆଲ୍ ମିଡିଆ ଗେମ୍ ଏପରି କିଛି, ଯାହା ଅନେକ ଲୋକଙ୍କୁ ଲଜ୍ଜିତ କରିବ । ଏହି ପୋଷ୍ଟ ନିଶ୍ଚିତ ଭାବରେ ଏହାର ସୃଜନଶୀଳତା ପାଇଁ ଏକ ବିରାଟ ପ୍ରଶଂସା ପାଇବାକୁ ଯୋଗ୍ୟ ।

ତେବେ ଅଶ୍ବିନ ମଧ୍ୟ ଆଜି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଯେ ଫିଞ୍ଚଙ୍କୁ ଚେତାବନୀ ସମସ୍ତଙ୍କ ପାଇଁ ଶେଷ ଅଟେ । ସେ ତାଙ୍କ କୋଚ୍ ରିକି ପଣ୍ଟିଙ୍ଗଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "2020 ପାଇଁ ପ୍ରଥମ ଏବଂ ଅନ୍ତିମ ଚେତାବନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.