ETV Bharat / sports

ଆଇସିସି ଟେଷ୍ଟ ରାଙ୍କିଂ: କୋହଲି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଟପ ଟେନରେ ବୁମରା - ICC Test rankings

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଂରେ କ୍ୟାପଟେନ ବିରାଟ କୋହଲି ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଅଧିକ ପଢନ୍ତୁ...

ବିରାଟ କୋହଲି
ବିରାଟ କୋହଲି
author img

By

Published : Dec 16, 2019, 9:58 PM IST

ଦୁବାଇ: ପ୍ରକାଶ ପାଇଛି ନୂଆ ଆଇସିସି ଟେଷ୍ଟ ମାନ୍ୟତା। ଏଥିରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। କୋହଲି 928 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି। ଷ୍ଟିଭ ସ୍ମିଥ 911 ପଏଣ୍ଟ ପାଇ 2ୟ ସ୍ଥାନରେ ରହିଛନ୍ତି।

ICC Test rankings
ଫଟୋ ସୌଜନ୍ୟ: twitter@ICC

ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ 864 ପଏଣ୍ଟ ସହ 3ୟ ସ୍ଥାନରେ ରହିଛନ୍ତି। ଅନ୍ୟତମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଚେତେଶ୍ବର ପୂଜାରା 791 ପଏଣ୍ଟ ସହ 4ର୍ଥ ଓ ଅଜିଙ୍କ୍ୟ ରାହାଣେ 759 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି।

ବୋଲିଂରେ ଏକମାତ୍ର ଭାରତୀୟ ବୋଲର ଭାବେ ଜଶପ୍ରୀତ ବୁମରା ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ରହିଛନ୍ତି। ଅଷ୍ଟ୍ରେଲିଆର ପାଟ କମିନ୍ସ 898 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ବୁମରା 794 ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.