ETV Bharat / sports

ଦଶନ୍ଧିର ଶ୍ରେଷ୍ଠ: କୋହଲି-ଅଶ୍ବିନ ଟେଷ୍ଟ ପୁରୁଷ ଖେଳାଳି, ଧୋନି ସ୍ପିରିଟ ଅଫ୍‌ କ୍ରିକେଟ ପୁରସ୍କାର ପାଇଁ ମନୋନିତ

ବିରାଟ କୋହଲି ଓ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଶନ୍ଧିର ଟେଷ୍ଟ ପୁରୁଷ ଖେଳାଳି ପୁରସ୍କାର ପାଇଁ ମନୋନୀତ କଲା ଆଇସିସି । ଅଧିକ ପଢ଼ନ୍ତୁ...

author img

By

Published : Nov 24, 2020, 7:35 PM IST

ICC nominates Kohli, Ashwin for Men's Player of the Decade Award
କୋହଲି, ଅଶ୍ବିନ ଦଶନ୍ଧିର ଟେଷ୍ଟ ପୁରୁଷ ଖେଳାଳି ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଓ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ମଙ୍ଗଳବାର ଦଶନ୍ଧିରେ ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଁ ମନୋନିତ କରିଛି ଆଇସିସି ।

କୋହଲି ଓ ଅଶ୍ବିନଙ୍କ ବ୍ୟତିତ ଜୋ ରୁଟ (ଇଂଲଣ୍ଡ), ଷ୍ଟିଭ୍‌ ସ୍ମିଥ (ଅଷ୍ଟ୍ରେଲିଆ), ଏବି ଡିଭିଲିୟର୍ସ (ଦକ୍ଷିଣ ଆଫ୍ରିକା), କେନ ୱିଲିୟମସନ (ନ୍ୟୁଜିଲାଣ୍ଡ) ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ମଧ୍ୟ ମନୋନୀତ ହୋଇଛନ୍ତି ।

ଅନ୍ୟାନ୍ୟ ପୁରସ୍କାର ମଧ୍ୟରେ, ନାମାଙ୍କନଗୁଡିକ ହେଲା:

ଦଶନ୍ଧିର ପୁରୁଷ ଟେଷ୍ଟ ଖେଳାଳି

କୋହଲି, ରୁଟ୍, ୱିଲିୟମ୍ସନ୍, ସ୍ମିଥ୍, ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ), ରଙ୍ଗାନା ହେରାଥ (ଶ୍ରୀଲଙ୍କା) ଏବଂ ୟାସିର ଶାହା (ପାକିସ୍ଥାନ)।

ଦଶନ୍ଧିର ପୁରୁଷ ଏକଦିବସୀୟ ଖେଳାଳି

କୋହଲି, ଲସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଡି ଭିଲିୟର୍ସ, ରୋହିତ ଶର୍ମା (ଭାରତ), ଏମଏସ ଧୋନି (ଭାରତ) ଏବଂ ସାଙ୍ଗାକାରା।

ଦଶନ୍ଧିର ପୁରୁଷ ଟି-20 ଖେଳାଳି

କୋହଲି, ରୋହିତ, ମାଲିଙ୍ଗା, ରସିଦ ଖାନ (ଆଫଗାନିସ୍ତାନ), ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ) ଏବଂ କ୍ରିସ ଗେଲ (ୱେଷ୍ଟଇଣ୍ଡିଜ)।

ଦଶନ୍ଧିର ମହିଳା ଖେଳାଳି

ଏଲିସେ ପେରି (ଅଷ୍ଟ୍ରେଲିଆ), ମେଗ ଲାନିଙ୍ଗ (ଅଷ୍ଟ୍ରେଲିଆ), ସୁଜି ବେଟ୍ସ (ନ୍ୟୁଜିଲ୍ୟାଣ୍ଡ), ଷ୍ଟାଫାନି ଟେଲର (ୱେଷ୍ଟଇଣ୍ଡିଜ), ମିତାଲି ରାଜ (ଭାରତ) ଏବଂ ସାରା ଟେଲର (ଇଂଲଣ୍ଡ)।

ଦଶନ୍ଧିର ମହିଳା ଏକଦିବସୀୟ ଖେଳାଳି

ମିତାଲି ରାଜ, ଲାନିଙ୍ଗ, ପେରି, ବେଟ୍ସ, ଷ୍ଟାଫାନି ଟେଲର ଏବଂ ଝୁଲଣ ଗୋସ୍ବାମୀ ।

ଦଶନ୍ଧିର ମହିଳା ଟି-20 ଖେଳାଳି

ଲାନିଙ୍ଗ୍, ପେରି, ସୋଫି ଡିଭାଇନ୍, ଦେନ୍ଦ୍ର ଡୋଟିନ୍, ଆଲିସା ହେଲି ଏବଂ ଅନୟା ଶ୍ରାବସୋଲ୍ ।

ଦଶନ୍ଧିର ସ୍ପିରିଟ ଅଫ୍‌ କ୍ରିକେଟ ପୁରସ୍କାର

କୋହଲି, ଧୋନି, ୱିଲିୟମସନ, ବ୍ରେଣ୍ଡନ ମ୍ୟାକକୁଲମ (ନ୍ୟୁଜିଲ୍ୟାଣ୍ଡ), ମିସବାହ-ଉଲ-ହକ (ପାକିସ୍ଥାନ), ଏନ୍ୟା ଶ୍ରବସୋଲ (ଇଂଲଣ୍ଡ), କ୍ୟାଥରିନ ବ୍ରଣ୍ଟ (ଇଂଲଣ୍ଡ), ମହେଲା ଜୟୱର୍ଦ୍ଧନେ (ଶ୍ରୀଲଙ୍କା) ଏବଂ ଡାନିଏଲ ଭେଟୋରି (ନ୍ୟୁଜିଲ୍ୟାଣ୍ଡ)।

ମଙ୍ଗଳବାର ଦିନ ଆଇସିସିର ଅଫିସିଆଲ୍ ୱେବସାଇଟରେ ନାମାଙ୍କନପତ୍ରର ସମ୍ପୂର୍ଣ୍ଣ ତାଲିକା ଘୋଷଣା କରାଯାଇଥିଲା । ଜଣେ ଖେଳାଳିଙ୍କୁ ମିଳିଥିବା ଭୋଟ୍ ସଂଖ୍ୟା ଆଧାରରେ ବିଜେତାମାନ ସ୍ଥିର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.