ETV Bharat / sports

ଆଇସିସି ବଢାଇପାରେ ଟି-20 ବିଶ୍ବକପ୍‌ର ଦଳ ସଂଖ୍ୟା

author img

By

Published : Jan 13, 2020, 10:26 PM IST

ଆଇସିସିର ଯୋଜନା ଅନୁସାରେ 2023ରୁ 31ମଧ୍ୟରେ ଆୟୋଜିତ ହେବାକୁ ଥିବା ଟି-20 ବିଶ୍ବକପରେ ଟିମ୍‌ ସଂଖ୍ୟା 16ରୁ 20କୁ ବୃଦ୍ଧି କରିବ ।

icc
icc

ଲଣ୍ଡନ: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ଆୟୋଜିତ ହେବ । ଏହି କ୍ରିକେଟ ମହାକୁମ୍ଭ ପାଇଁ ସମସ୍ତ ଟିମମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେବେ ଏହି ଟୁର୍ଣ୍ଣାମେଣ୍ଟ 18 ଅକ୍ଟୋବରରୁ ଆରମ୍ଭ ହୋଇ 15 ନଭେମ୍ବର ଯାଏଁ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ 16ଟି ଦଳ ଅଂଶ ଗ୍ରହଣ କରିବେ । ତେବେ ଆଇସିସି ଏହି ଟିମ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ବିଚାର କରୁଛି ।

ଆଇସିସିର ଯୋଜନା ଅନୁସାରେ 2023 ରୁ 31ମଧ୍ୟରେ ଆୟୋଜିତ ହେବାକୁ ଥିବା ଟି-20 ବିଶ୍ବକପରେ ଟିମ୍‌ ସଂଖ୍ୟା 16ରୁ 20କୁ ବୃଦ୍ଧି କରିବ ।

ସୂଚନାନୁସାରେ, କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ଟି-20 ଫର୍ମାଟ ବେଷ୍ଟ ବୋଲି ମାନୁଛି ଆଇସିସି । ତେବେ ଦଳ ସଂଖ୍ୟା ବୃଦ୍ଧି କରାଗଲେ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.