ETV Bharat / sports

ଆଇସିସି ଆୱାର୍ଡ 2020: ମନୋନୀତ ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ - ଭାରତୀୟ କ୍ୟାପଟେନ ବିରାଟ କୋହଲି

ଭେଟେରାନ ଝୁଲଣ ଗୋସ୍ବାମୀ ଓ ମିତାଲି ରାଜ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ମହିଳା ଖେଳାଳି ଭାବେ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

ICC Awards 2020: Full list of nominates
ଆଇସିସି ଆୱାର୍ଡ 2020: ମନୋନୀତ ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ
author img

By

Published : Dec 17, 2020, 10:14 PM IST

ଦୁବାଇ: ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଆୱାର୍ଡର ସଂପୂର୍ଣ୍ଣ ସୂଚୀ । ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ବିନୀ ଦଶନ୍ଧିର ଶ୍ରେଷ୍ଠ ଆଇସିସି ପୁରୁଷ ଖେଳାଳି ପାଇଁ ମନୋନୀତ ହୋଇଛନ୍ତି । ସେହିପରି ବିଗତ ଦଶ ବର୍ଷରେ ମିତାଲି ରାଜ ପ୍ରଦର୍ଶନ ପାଇଁ ଦଶନ୍ଧିର ଶ୍ରେଷ୍ଠ ମହିଳା ଖେଳାଳି ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।

ଏହା ବ୍ୟତୀତ, ଜୋ ରୁଟ(ଇଂଲଣ୍ଡ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ(ଦକ୍ଷିଣ ଆଫ୍ରିକା), ଓ କୁମାର ସାଙ୍ଗାକାରା(ଶ୍ରୀଲଙ୍କା) ରହିଛନ୍ତି ।

ମହିଳା ବର୍ଗରେ ରାଜ, ଏଲିସ ପେରୀ(ଅଷ୍ଟ୍ରେଲିଆ), ମେଗ ଲାନିଙ୍ଗ(ଅଷ୍ଟ୍ରେଲିଆ), ସୁଜି ବେଟସ(ନ୍ୟୁଜିଲାଣ୍ଡ), ଷ୍ଟେଫାନିଏ ଟେଲର(ୱେଷ୍ଟ ଇଣ୍ଡିଜ), ସରାହ ଟେଲର(ଇଂଲଣ୍ଡ) ରହିଛନ୍ତି ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ବର୍ଗରେ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ବିରାଟ କୋହଲି, ଲସିଥ ମାଲିଙ୍ଗା(ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ) ଓ ଡିଭିଲିର୍ସ ଓ ସାଙ୍ଗାକାରା ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟି-20 ଖେଳାଳି ବର୍ଗରେ ରସିଦ ଖାନ(ଆଫଗାନିସ୍ତାନ), ଇମ୍ରାନ ତାହିର(ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ(ଅଷ୍ଟ୍ରେଲିଆ), ମାଲିଙ୍ଗା, କ୍ରିସ ଗେଲ୍ (ୱେଷ୍ଟ ଇଣ୍ଡିଜ) ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି ବର୍ଗରେ ବିରାଟ କୋହଲି ଓ ଆଇସିସି ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି । ତେବେ ଭୋଟ ସଂଖ୍ୟା ଆଧାରରେ ଚୁଡାନ୍ତ ବିଜେତା ଚୟନ ହେବ ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି: ବିରାଟ କୋହଲି(ଭାରତ), ରବିଚନ୍ଦ୍ରନ ଅଶ୍ବିନ(ଭାରତ), ଜୋ ରୁଟ(ଇଂଲଣ୍ଡ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ(ଦକ୍ଷିଣ ଆଫ୍ରିକା) ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ।

ଦଶନ୍ଧିର ଶ୍ରେଷ୍ଠ ମହିଳା ଖେଳାଳି: ମେ ଲାନିଙ୍ଗ୍(ଅଷ୍ଟ୍ରେଲିଆ), ଏଲିସ ପେରୀ(ଅଷ୍ଟ୍ରେଲିଆ), ମିତାଲି ରାଜ(ଭାରତ), ସୁଜି ବେଟେସ(ନ୍ୟୁଜିଲାଣ୍ଡ), ଷ୍ଟେଫାନିଏ ଟେଲର(ୱେଷ୍ଟ ଇଣ୍ଡିଜ), ଝୁଲଣ ଗୋସ୍ବାମୀ(ଭାରତ) ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି: ମହେନ୍ଦ୍ର ସିଂହ ଧୋନି(ଭାରତ), ବିରାଟ କୋହଲି(ଭାରତ) ରୋହିତ ଶର୍ମା(ଭାରତ), ଲସିଥ ମାଲିଙ୍ଗା(ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ) ଓ ଏବି ଡିଭିଲିର୍ସ ଓ କୁମାର ସାଙ୍ଗାକାରା ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି: ବିରାଟ କୋହଲି(ଭାରତ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ସ୍ମିଥ, ଜେମ୍ସ ଆଣ୍ଡରସନ(ଇଂଲଣ୍ଡ), ରଙ୍ଗନା ହେରାଥ(ଶ୍ରୀଲଙ୍କା) ଓ ୟାସିର ସାହା(ପାକିସ୍ତାନ) ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟି-20 ଖେଳାଳି: ରସିଦ ଖାନ(ଆଇଗାନିସ୍ତାନ), ବିରାଟ କୋହଲି (ଭାରତ), ଇମ୍ରାନ ତାହିର(ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ(ଅଷ୍ଟ୍ରେଲିଆ), ଲସିଥ ମାଲିଙ୍ଗା(ଶ୍ରୀଲଙ୍କା), କ୍ରିସ ଗେଲ(ୱେଷ୍ଟ ଇଣ୍ଡିଜ), ରୋହିତ ଶର୍ମା(ଭାରତ) ।

ଦଶନ୍ଧିର ଶ୍ରେଷ୍ଠ ଆଇସିସି ସ୍ପିରିଟ ଅଫ କ୍ରିକେଟ ଆୱାର୍ଡ: ବିରାଟ କୋହଲି(ଭାରତ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ବ୍ରେଣ୍ଟନ ମାକ୍ୟୁଲମ(ନ୍ୟୁଜିଲାଣ୍ଡ), ମିଶବାହଉଲ-ହକ(ପାକିସ୍ତାନ), ମହେନ୍ଦ୍ର ସିଂ ଧୋନି(ଭାରତ), ଅନୟ ଶ୍ରୁବସୋଲେ(ଇଂଲଣ୍ଡ), କାଥେରିନେ ବ୍ରଣ୍ଟ(ଇଂଲଣ୍ଡ), ମାହେଲା ଜୟବର୍ଦ୍ଧନେ(ଶ୍ରୀଲଙ୍କା) ଓ ଡାନିଏଲ ଭିଟୋରୀ(ନ୍ୟୁଜିଲାଣ୍ଡ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.