ETV Bharat / sports

ମୋ ପାଳି ଖୁବ୍‌ ମହତ୍ତ୍ବପୂର୍ଣ୍ଣ ଥିଲା: ଜାଡେଜା - ରବୀନ୍ଦ୍ର ଜାଡେଜା

31ବଲରୁ 39ରନ ପାଳି ଖେଳିଥିବା ରବୀନ୍ଦ୍ର ଜାଡେଜା ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ମୋ ପାଳି ଖୁବ ମହତ୍ତ୍ବପୂର୍ଣ୍ଣ ଥିଲା ।"

I think i have played crucial innings says Ravindra Jadeja
ମୋ ପାଳି ଖୁବ ମହତ୍ତ୍ବପୂର୍ଣ୍ଣ ଥିଲା: ଜାଡେଜା
author img

By

Published : Dec 23, 2019, 2:12 PM IST

କଟକ: ବାରବାଟୀ ବିଜୟରେ ସାର ଜାଡେଜାଙ୍କ ଲଢୁଆ ପାଳି । ଅଧିନାୟକ କୋହଲିଙ୍କ ସହ ମିଶି ଭାରତକୁ ବିଜୟ ଦ୍ବାରରେ ଠିଆ କରିଲେ ଜାଡେଜା । 31ବଲରୁ 39ରନ ପାଳି ଖେଳିଥିବା ଜାଡେଜା ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ମୋ ପାଳି ଖୁବ୍‌ ମହତ୍ତ୍ବପୂର୍ଣ୍ଣ ଥିଲା ।"

ମୋ ପାଳି ଖୁବ ମହତ୍ତ୍ବପୂର୍ଣ୍ଣ ଥିଲା: ଜାଡେଜା

ତେବେ ସେ କହିଛନ୍ତି, "ମ୍ୟାଚ ଆପ ପାଇଁ କର ବା ମର ସ୍ଥିତି ଥିଲା । ମୁଁ ଯେତେବେଳେ ବ୍ୟାଟିଂ ପାଇଁ ଆସିଥିଲି ଏହା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା । ବିରାଟଙ୍କ ସହ ମୁଁ ଦୃଢତାର ସହ ପାଳି ଖେଳିଥିଲା । ୱିକେଟ ବହୁତ ଭଲ ଥିଲା । ଯାହା ପାଇଁ ମୋତେ ବ୍ୟାଟିଂ କରିବାକୁ ସହଜ ହୋଇଥିଲା । "

ଉଲ୍ଳେଖଥାଉ କି, ଡିସାଇଡର ମ୍ୟାଚରେ ବିପକ୍ଷ ଇଣ୍ଡିଜକୁ 4 ୱିକେଟରେ ମାତ ଦେଇଛି ବିରାଟ ବାହିନୀ । ଘରୋଇ ଦିନିକିଆ ସିରିକୁ 2-1ରେ ଜିତି ନେଇଛି ଟିମ ଇଣ୍ଡିଆ । ଗେମ ଚେଞ୍ଜର ସାଜିଥିବା କ୍ୟାପ୍ଟେନ କୋହଲିଙ୍କୁ ମିଳିଛି ମ୍ୟାନ ଅଫ ଦ ମ୍ୟାଚର ତାଜ ।

Intro:Body:

INDvsWI : मुझे लगता है कि मैनें काफी महत्वपूर्ण पारी खेली - रविंद्र जडेजा

हैदराबाद : भारत और विंडीज के बीच खेली गई तीन वनडे मैचों की सीरीज का आखिरी और निर्णनायक मुकाबला कटक के बाराबाती स्टेडियम में खेला गया जिसमें भारत ने 4 विकटों से जीत हासिल कर वनडे सीरीज भी अपने नाम की. इस मैच के मैन ऑफ दा मैच रहे विराट कोहली और मैन ऑफ दी सीरीज रहे रोहित शर्मा. 

मैच के बाद प्रेस कॉनफ्रेंस में जीत का चौका लगाने वाले रविंद्र जडेजा ने कई बातों पर रोशनी डाली. जहां उन्होंने कैच छोड़ने से लेकर मैच पर ओस के असर पर संवाददाताओं से बात की.

जडेजा ने मैच में अपनी पारी को लेकर कहा, "मुझे लगता है कि मैनें काफी महत्वपूर्ण पारी खेली क्योंकि ये निर्णायक मुकाबला था. जब मैं बल्लेबाजी करने उतरा तो मेरी मानसिकता थी कि मुझे विराट के साथ बल्लेबाजी करनी है और विकेट भी काफी अच्छा था जिसपर एक रन दो रन लेना इतना मुश्किल नहीं था."

ओस पर जडेजा ने कहा, "ओस काफी थी. 15 - 20 ओवरों के बाद ओस ने मैच पर असर डालना शूरू कर दिया था. एक गेंदबाज के तौर पर मैं मानता हूं कि आखिर के 10 ओवर काफी मुश्किल थे. बॉल ग्रीप नहीं कर पा रहे थे और आउटफील्ड तेज हो चुका था कि आप बॉल को मिस नहीं कर सकते नहीं तो फिर वो चौके के लिए जाती नजर आएगी."

विकेट को लेकर जडेजा ने कहा, "मैं और विराट बात कर रहे ता कि विकेट बल्लेबाजी के लिए काफी अच्छा है तो वो (विराट) कह रहे थे कि मैं खेलता रहूं और वो गेम फिनीश करने की कोशिश करें लेकिन बदकिस्मती से वो आउट हो गए." 

केच छुटने पर बोले, "पता नहीं पर ये होने नहीं चाहिए क्योंकि टी-20 और वनडे दोनों सीरीज में कैच छुटे हैं. हमारी टीम युवा है हमारी फील्डिंग का स्टैंडर्ड काफी ऊंचा होना चाहिए ऐसे में कैच छुटने नहीं चाहिए. अगली सीरीज में कैचिंग के ऊपर और ध्यान देंगे और गीली बॉल से कैचिंग की प्रैक्टिस करेंगे जैसा की श्रेयस ने कहा है कि रात के समय तक ओस आ ही जाती है तो मेरे खयाल से ये बेहद जरूरी है. खासकर सीमित ओवर के खेल में किसी बड़े बल्लेबाज का अगर आप कैच छोड़ दें तो आप मैच बी हार सकते हैं."

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.