ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ତଦନ୍ତ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି,‘ଏହା ଏକ ଦୁଃଖଦ ଘଟଣା। ଏଥିରେ ମୁଁ ରାଜନୀତି କରିବାକୁ ଚାହୁଁ ନାହିଁ। ହେଲେ ଏ ଘଟଣାର ତଦନ୍ତ କରାଯିବା ଆବଶ୍ୟକ। ’
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ସାଂସଦ ଗୌତମ ଗମ୍ଭୀରଙ୍କ ତଦନ୍ତ ଦାବି - I do not wish to indulge in politics
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ତଦନ୍ତ ଦାବି କରିଛନ୍ତି।
ଫାଇଲ ଫଟୋ
ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ତଦନ୍ତ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି,‘ଏହା ଏକ ଦୁଃଖଦ ଘଟଣା। ଏଥିରେ ମୁଁ ରାଜନୀତି କରିବାକୁ ଚାହୁଁ ନାହିଁ। ହେଲେ ଏ ଘଟଣାର ତଦନ୍ତ କରାଯିବା ଆବଶ୍ୟକ। ’
Intro:Body:
Conclusion:
BLANK FOR LINK
Conclusion: