ETV Bharat / sports

'ଦେଶ ପାଇଁ ନଂ 3ରେ ବ୍ୟାଟିଂ କରିବା ପାଇଁ ବି ପ୍ରସ୍ତୁତ ଅଛି ' - କ୍ରିକେଟ ନ୍ୟୁଜ

ଶିଖର ଧଓ୍ବନ କହିଶିଖର ଧଓ୍ବନ କହିଛନ୍ତି ଯେ, ମତେ 3ୟ ସ୍ଥାନରେ ଆସି ବ୍ୟାଟିଂ କରିବା ପାଇଁ କୁହାଗଲେ ମୁଁ କରିବି । ଦେଶ ପାଇଁ କୌଣସି କ୍ରମରେ ଆସି ବ୍ୟାଟିଂ ପାଇଁ ପ୍ରସ୍ତୁତ ।

shikhar dhawan
shikhar dhawan
author img

By

Published : Jan 16, 2020, 12:10 PM IST

ମୁମ୍ବାଇ: 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ଦମ୍‌ଦାର ପ୍ରଦର୍ଶନରେ 10 ଓ୍ବିକେଟରେ ଭାରତକୁ ପରାସ୍ତ କରିଛି । ତେବେ ଏହି ପ୍ରଥମ ମ୍ୟାଚରେ କେଏଲ ରାହୁଲ, ଧଓ୍ବନ ଓ ରୋହିତଙ୍କୁ ସ୍ଥାନ ଦେଇ ବିରାଟ 4ର୍ଥ ନଂରେ ସ୍ଥାନ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ କୋହଲିଙ୍କ 4ର୍ଥ ନଂରେ ଆସିବା ଫେଲ୍‌ ମାରିଛି ।

ତେବେ ମ୍ୟାଚ ପରେ ଧଓ୍ବନ କହିଛନ୍ତି ଯେ, ମତେ 3ୟ ସ୍ଥାନରେ ଆସି ବ୍ୟାଟିଂ କରିବା ପାଇଁ କୁହାଗଲେ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି । ଦେଶ ପାଇଁ କୌଣସି ସ୍ଥାନରେ ଆସି ବ୍ୟାଟିଂ କରି ପାରିବି । ଆମର ସମସ୍ତ ଖେଳାଳି ମାନସିକ ସ୍ତରରେ ମଜବୁତ ଅଛନ୍ତି । ସେଥିପାଇଁ ଆମେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛୁ । ଅନେକ ସମୟରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇଥାଏ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, କୋହଲିଙ୍କ 4ର୍ଥ ସ୍ଥାନରେ ବ୍ୟାଟିଂ କରିବାର ନିଷ୍ପତ୍ତି ଅଧିନାୟକଙ୍କ ହିଁ ଥିଲା । ଅଧିନାୟକ ନିଜ ଇଚ୍ଛାନୁସାରେ କୌଣସି କ୍ରମରେ ଆସି ବ୍ୟାଟିଂ କରି ପାରିବେ । ଆମେ 4 ଓ୍ବିକେଟ ହରାଇବା ପରେ ମ୍ୟାଚରେ ପରିବର୍ତ୍ତନ ହୋଇଥିଲା ।

ଭାରତୀୟ ବ୍ୟାଟିଂ ଲାଇନ ବିରାଟ ଓ ରୋହିତଙ୍କ ଉପରେ ନିର୍ଭର ପ୍ରଶ୍ନର ଉତ୍ତରରେ ଶିଖର ଧଓ୍ବନ କହିଛନ୍ତି ଯେ, ଦିନଟି ଖରାପ ଥିଲା । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବାସ୍ତବରେ ଆମେ ଭଲ ପ୍ରଦର୍ଶନ କରିଛୁ । ସମସ୍ତ ବ୍ୟାଟ୍ସମ୍ୟାଚ ଭଲ ଖେଳଛନ୍ତି ।

Intro:Body:

sfb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.