ETV Bharat / sports

ଜାଣନ୍ତୁ, ଆଇପିଏଲ ପାଇଁ କେବେ ୟୁଏଇ ଗସ୍ତ କରିବେ ଫ୍ରାଞ୍ଜାଇଜ୍‌ - IPL 2020

ଖବର ଅନୁଯାଇ, ଉଭୟ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଗଷ୍ଟ 10 କିମ୍ବା 12 ରେ ଆବୁଧାବି ଅଭିମୁଖେ ଯିବାକୁ ଯୋଜନା ରଖିଛନ୍ତି । କିନ୍ତୁ ସେମାନଙ୍କ ଯୋଜନାକୁ ବର୍ତ୍ତମାନ ସ୍ଥଗିତ ରକିବାକୁ ପଡିବ ।

here-is-when-teams-can-leave-for-uae-for-ipl-2020
ଜାଣନ୍ତୁ, ଆଇପିଏଲ ପାଇଁ କେବେ ୟୁଏଇ ଗସ୍ତ କରିବେ ଫ୍ରାଞ୍ଜାଇଜ୍‌
author img

By

Published : Aug 3, 2020, 11:00 PM IST

ନୂଆଦିଲ୍ଲୀ: 20 ଅଗଷ୍ଟ ପରେ ସମସ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦଳ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)କୁ ଯାଇପାରିବେ ବୋଲି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ରବିବାର ଫ୍ରାଞ୍ଚାଇଜମାନଙ୍କୁ କହିଛି ।

ଖବର ଅନୁଯାଇ,ଉଭୟ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଗଷ୍ଟ 10 କିମ୍ବା 12 ରେ ଆବୁଧାବି ଅଭିମୁଖେ ଯିବାକୁ ଯୋଜନା ରଖିଛନ୍ତି । କିନ୍ତୁ ସେମାନଙ୍କ ଯୋଜନାକୁ ବର୍ତ୍ତମାନ ସ୍ଥଗିତ ରଖିବାକୁ ପଡିବ ।

ଏକ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତା କରି ଜଣେ ଫ୍ରାଞ୍ଚାଇଜ୍ ଅଧିକାରୀ କହିଛନ୍ତି ଯେ ଆଇପିଏଲ୍ ପରିଚାଳନା ପରିଷଦ ଏକ ମେଲ୍ ପଠାଇଛନ୍ତି ଯାହା ସ୍ପଷ୍ଟ ଭାବରେ କହିଛି ଯେ ଦଳମାନେ ଅଗଷ୍ଟ 20 ପୂର୍ବରୁ ୟୁଏଇ ଯାଇପାରିବେ ନାହିଁ ।

ଅଧିକାରୀ କହିଛନ୍ତି, "ଆଇପିଏଲ୍ ଜିସିର ଏକ ମେଲ୍ ଦ୍ବାରା ଆମକୁ ସୂଚନା ଦିଆଯାଇଛି ଯେ ଆମେ ଅଗଷ୍ଟ 20 ପରେ ୟୁଏଇ ଯାଇପାରିବା । ତେଣୁ ଏହା ପୂର୍ବରୁ ସେଠାକୁ ଯିବାର କୌଣସି ପ୍ରଶ୍ନ ନାହିଁ । "

ରବିବାର ଘରୋଇ କ୍ରିକେଟର ପୁନଃ ଆରମ୍ଭ ପାଇଁ ବିସିସିଆଇ ରାଜ୍ୟ ଆସୋସିଏସନକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଜାରି କରିଥିବା ବେଳେ ଆଇପିଏଲ୍ ଦଳ ମଧ୍ୟ ଏହାକୁ ଆଶା କରୁଛନ୍ତି । କିନ୍ତୁ ସେମାନେ ସୋମବାର ଠାରୁ ଭିସା ପ୍ରକ୍ରିୟା ଆରମ୍ଭ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.