ETV Bharat / sports

ବିରାଟ@31: ରନ ମେସିନଙ୍କ ରନ ରେକର୍ଡ - Happy Birthday Virat Kohli

ବିରାଟଙ୍କ ଜନ୍ମଦିନରେ ଗୋଟେ ନଜର ପକାଇବା ତାଙ୍କ କ୍ରିକେଟ କ୍ୟାରିଅର ଉପରେ ।

ରନ ମେସିନଙ୍କ ରନ ରେକର୍ଡ
author img

By

Published : Nov 6, 2019, 1:20 AM IST

ହାଇଦ୍ରାବାଦ: ଭାରତୀୟ ସ୍କୋର ବୋର୍ଡର ରନ ମେସିନ କ୍ୟାପ୍ଟେନ ବିରାଟ କୋହଲି । ସେ ପଡିଆକୁ ଆସିଲେ ଭାରତୀୟ ସ୍କୋର ବୋର୍ଡରେ ବଢିଚାଲେ ରନ ଅଙ୍କ । କେବେ କେବେ ଏକାକୀ ଶେଷ୍ଠ ପ୍ରଦର୍ଶନ କରି ସେ ଭାରତୀୟ ଦଳକୁ ମ୍ୟାଚ ଜିତାଇଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଗୋଟେ ନଜର ପକାଇବା ତାଙ୍କ କ୍ରିକେଟ କ୍ୟାରିଅର ଉପରେ ।

  • ଅନ୍ତର୍ଜାତୀୟ କ୍ରିକେଟ-
  • ମୋଟ ରନ୍‌-୨୧,୦୩୬
  • ଦିନିକିଆ କ୍ୟାରିୟର
  • ମ୍ୟାଚ୍‌-୨୩୯, ଶତକ-୪୩, ମୋଟ ରନ୍‌-୧୧,୫୨୦
  • ଟେଷ୍ଟ କ୍ୟାରିୟର
  • ମ୍ୟାଚ୍‌- ୮୨, ଶତକ-୨୬, ମୋଟ ରନ୍‌-୭୦୬୬
  • ଟି-୨୦ କ୍ୟାରିୟର
  • ମ୍ୟାଚ୍‌-୭୨, ଅର୍ଦ୍ଧଶତକ-୨୨, ମୋଟ ରନ୍‌-୨୪୫୦
  • ପୁରଷ୍କାର:
  • 2013- ଅର୍ଜୁନ ଆୱାର୍ଡ
  • 2017- ପଦ୍ମଶ୍ରୀ ଆୱାର୍ଡ
  • 2012, 2017, 2018- ଆଇସିସି ଦିନିକିଆ ଖେଳାଳି
  • 2018- ଆଇସିସି ଟେଷ୍ଟ ଖେଳାଳି

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.