ETV Bharat / sports

38 ବର୍ଷରେ କ୍ୟାପଟେନ୍ କୁଲ୍, ଜାଣନ୍ତୁ କିଛି ଅଜଣା କଥା

38 ବର୍ଷରେ କ୍ୟାପଟେନ୍ କୁଲ୍ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ହେଉଛି 38ତମ ଜନ୍ମଦିନ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Jul 7, 2019, 5:12 AM IST

ମୁମ୍ବାଇ: 38 ବର୍ଷରେ କ୍ୟାପଟେନ୍ କୁଲ୍ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ହେଉଛି 38ତମ ଜନ୍ମବାର୍ଷୀକି । ଆଜିର ଏହି ଦିନରେ ଆସନ୍ତୁ ଜାଣିବା ଧୋନିଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ।

ବିଶ୍ବର ଜଣେ ସଫଳତମ କ୍ୟାପଟେନ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ ଟିମ୍‌କୁ ସେ ଦେଇଛନ୍ତି ଅନେକ ସ୍ମରଣୀୟ ବିଜୟ । ସେ ବିଶ୍ବର ଏକମାତ୍ର ଏମିତି କ୍ୟାପଟେନ୍ ଯିଏ ୱାନ ଡେ ମ୍ୟାଚରେ ପାକିସ୍ତାନ ବିପକ୍ଷରେ(ଡିସେମ୍ବର 2012) ସପ୍ତମ ନମ୍ବରରେ ବ୍ୟାଟିଙ୍ଗ୍ କରି ହାସଲ କରିଥିଲେ ଶତକ ।

ଧୋନୀ 2011 ୱାର୍ଲ୍ଡକପ୍‌ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଯେଉଁ ବ୍ୟାଟରେ ବିଜୟ ହାସଲ କରିଥିଲେ ସେହି ବ୍ୟାଟକୁ 72 ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।

ବିହାରଠାରୁ ଅଲଗା ହୋଇ ନୂଆ ରାଜ୍ୟ ଭାବରେ ଭାରତୀୟ ନକ୍ସାରେ ଝାରଖଣ୍ଡରୁ ଆସିଥିବା ପ୍ରଥମ କ୍ରିକେଟର ଭାବେ ଧୋନୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା ।

ଧୋନୀ ପାକିସ୍ତାନ ବିପକ୍ଷରେ ୱାନଡେ ଏବଂ ଟେଷ୍ଟ କ୍ୟାରିୟରରେ ନିଜର ପ୍ରଥମ ଶତକ କରିଥିଲେ । 2005-06ରେ ଧୋନୀ 148-148 ରନ୍ କରିଥିଲେ ।

କ୍ୟାପଟେନ୍ କୁଲ୍ 2006 ଜାନୁୟାରୀରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ କରିଥିଲେ ।

ଧୋନୀଙ୍କ କ୍ୟାପଟେନସିପରେ ଟିମ୍ ଇଣ୍ଡିଆ ଟେଷ୍ଟ କ୍ରିକେଟର ଏକ ମ୍ୟାଚରେ ଅଧିକ ରନ୍ କରି ରେକର୍ଡ କରିଥିଲା । 2009ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ 9 ୱିକେଟ ବିନିମୟରେ ଦଳ 726 ରନ୍‌ର ପାରି ଖେଳିଥିଲା ।

21 ଅକ୍ଟୋବର 2008ରେ ଧୋନୀଙ୍କ କ୍ୟାପଟେନସିପରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ 320 ରନ୍‌ର ବିଶାଳ ଅନ୍ତରରେ ହରାଇଥିଲା ।

ୱିକେଟକିପର କ୍ୟାପଟେନ ଭାବରେ ମାହି ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଷ୍ଟପିଙ୍ଗ୍ କରିଥିଲେ । ଯହାକୁ ୱାର୍ଲ୍ଡରେକର୍ଡରେ ସାମିଲ ହୋଇଛି । ସେ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ୱିକେଟକିପର ଭାବରେ ମଧ୍ୟ ପରିଚିତ ।

ବେଷ୍ଟ ଫିନିସର ଭାବେ ପରିଚିତ ଧୋନୀ ଆଇସିସିର ସମସ୍ତ ଟ୍ରଫି ଜିତିବାରେ ବିଶ୍ବର ଏକମାତ୍ର କ୍ୟାପଟେନ୍ । ସେ ଭାରତକୁ ଦେଇଛନ୍ତି ଦୁଇଟି ୱାଲ୍ଡକପ୍ ଟ୍ରଫି ।

ତାଙ୍କ ଜନ୍ମଦିନ ଅବସରରେ ଧୋନୀଙ୍କୁ ଇଟିଭି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।

Intro:

Body:THE way around town that a long term disabilitytesting 10 0ct 2018

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.