ETV Bharat / sports

ହାପି ବର୍ଥ ଡେ ଡାର୍ଲିଂ: ରୋହିତ ଶର୍ମା - Happy birthday darling

ହାପି ବାର୍ଥ ଡେ ଡାର୍ଲିଂ, ଲଭ ୟୁ ଫରଏଭର ଲେଖି ପତ୍ନୀ ରିତିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ରିକେଟର ରୋହିତ ଶର୍ମା । ଅଧିକ ପଢନ୍ତୁ...

Happy birthday darling, love you forever: Rohit Sharma wishes wife Ritika
ହାପି ବାର୍ଥ ଡେ ଡାର୍ଲିଂ: ରୋହିତ
author img

By

Published : Dec 21, 2020, 10:33 PM IST

ଆଡିଲେଡ: ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେଶ ସୋମବାର ନିଜର 33ତମ ଜନ୍ମଦିନ ପାଳିଛନ୍ତି । ଫଳରେ ପତ୍ନୀ ରିତିକାଙ୍କୁ ରୋହିତ ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

ଇନଷ୍ଟାଗ୍ରାମ ପେଜରେ ରୋହିତ ଲେଖିଛନ୍ତି, "ହାପି ବର୍ଥ ଡେ, ଲଭ ୟୁ ଫରଏଭର" ।

ଏହି ସେଲିବ୍ରେଟି ଦମ୍ପତ୍ତି ବର୍ଷ 2015ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଓ ତାଙ୍କର ଝିଅ ମଧ୍ୟ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆରେ କ୍ବାରେଣ୍ଟିନରେ ରହିଛନ୍ତି ।

ଭାରତୀୟ ଟିମ ପ୍ରଥମ ଟେଷ୍ଟରେ ପରାଜିତ ହେବା ସହ ସିରିଜରେ 0-1ରେ ପଛୁଆ ରହିଛି । ରୋହିତ ଆହତ କାରଣରୁ ସେମି ଓଭର ସିରିଜରୁ ବାଦ ପଡିଥିଲେ । ତେବେ ଦୁଇଟି ଟେଷ୍ଟ ପାଇଁ ରୋହିତଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.