ହାଇଦ୍ରାବାଦ: ଗୁରକିରତ ସିଂହ ମନଙ୍କୁ ଟିମରେ ସାମିଲ କରିଛି କୋଲକାତା ନାଇଟ ରାଇଡର୍ସ । ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କ ବଦଳ ଖେଳାଳି ଭାବେ ଗୁରକିରତଙ୍କୁ ଟିମରେ ସାମିଲ କରିଛି କେକେଆର । ଆଣ୍ଠୁରେ ଆଘାତ ଯୋଗୁଁ ସଂପୂର୍ଣ୍ଣ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳିବେନି ରିଙ୍କୁ ।
-
NEWS: Gurkeerat Singh Mann signs up with @KKRiders as replacement for Rinku Singh. @Vivo_India #VIVOIPL
— IndianPremierLeague (@IPL) April 3, 2021 " class="align-text-top noRightClick twitterSection" data="
More details 👉 https://t.co/kd22VpfZwB pic.twitter.com/NBnpCkRHg6
">NEWS: Gurkeerat Singh Mann signs up with @KKRiders as replacement for Rinku Singh. @Vivo_India #VIVOIPL
— IndianPremierLeague (@IPL) April 3, 2021
More details 👉 https://t.co/kd22VpfZwB pic.twitter.com/NBnpCkRHg6NEWS: Gurkeerat Singh Mann signs up with @KKRiders as replacement for Rinku Singh. @Vivo_India #VIVOIPL
— IndianPremierLeague (@IPL) April 3, 2021
More details 👉 https://t.co/kd22VpfZwB pic.twitter.com/NBnpCkRHg6
2017ରେ ଆଇପିଏଲ ଡେବ୍ୟୁ କରିଥିବା ରିଙ୍କୁ ମୋଟ 11ଟି ମ୍ୟାଚ ଖେଳିଛନ୍ତି । ତାଙ୍କ ବଦଳରେ କେକେଆରରେ ସାମିଲ ହୋଇଥିବା ଗୁରକିରତ ଶେଷଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ 2020 ଖେଳିଥିଲେ । ତେବେ ଆଇପିଏଲ 2021 ନିଲାମ ପୂର୍ବରଦୁ ଆରସିବି ତାଙ୍କୁ ରିଲିଜ କରିଥିଲା ।
କୋଲକାତା ନାଇଟ ରାଇଡର୍ସ ଗୁରକିରତଙ୍କୁ ବେସ ପ୍ରାଇସ 50 ଲକ୍ଷରେ କିଣିଛି । ଆଇପିଏଲ 2021 ଗୁରକିରତଙ୍କ ଅଷ୍ଟମ ଆଇପିଏଲ ସଂସ୍କରଣ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ