ETV Bharat / sports

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତ୍ନୀ ସାକ୍ଷୀ

39ତମ ଜନ୍ମଦିନ ପାଳନ କରୁଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ଏହି ଅବସରରେ ପତ୍ନୀ ସାକ୍ଷୀ ଧୋନି କିଛି ହୃଦୟସ୍ପର୍ଶୀ ଶବ୍ଦ ସହ ଧୋନିଙ୍କ ଫଟୋ ସେୟାର କରିଛନ୍ତି ।

Greyed a bit more, become smarter and sweeter: Sakshi wishes husband MS Dhoni with an adorable post
ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତ୍ନୀ ସାକ୍ଷୀ
author img

By

Published : Jul 7, 2020, 4:19 PM IST

ନୂଆଦିଲ୍ଲୀ: 39ତମ ଜନ୍ମଦିନ ପାଳନ କରୁଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ଏହି ଅବସରରେ ପତ୍ନୀ ସାକ୍ଷୀ ଧୋନି କିଛି ପ୍ରେମଭରା ହୃଦୟସ୍ପର୍ଶୀ ଶବ୍ଦ ସହ ଧୋନିଙ୍କ ଫଟୋ ସେୟାର କରିଛନ୍ତି ।

ଫଟୋରେ କିମ୍ବଦନ୍ତୀ କ୍ରିକେଟର ଧୋନି ନିଜର ପ୍ରିୟ କୁକୁରଙ୍କ ସହ ସମୟ କାଟୁଥିବା ଦେଖାଯାଇଛି ।

ଧୋନି ଏଯାବତ 350ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ 183 ରନ ତାଙ୍କର ସର୍ବାଧିକ ଦିନିକିଆ ବ୍ୟକ୍ତିଗତ ସ୍କୋର । ଧୋନିଙ୍କ ଅଧିନାୟକତ୍ବରେ ଭାରତ, ଦିନିକିଆ ବିଶ୍ବକପ, ଟି-20 ବିଶ୍ବକପ ଓ ଆଇିସିସି ଚମ୍ପିଆନ୍ସ ଟ୍ରଫି ଭଳି ପ୍ରମୁଖ ଆଇସିସି ଟ୍ରଫି ବିଜେତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.