କୋଲକାତା: ବେଙ୍ଗଲ କ୍ରିକେଟ ଆସାସିଏସନର(CAB) ଇନଡୋର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ୱିଟ କରି ସୂଚନା ଦେଇଛନ୍ତି ।
-
The new indoor cricket facility at CAB .. @CabCricket @BCCI .. a state of art .. just finished today pic.twitter.com/n6GvXe7qXI
— Sourav Ganguly (@SGanguly99) March 14, 2020 " class="align-text-top noRightClick twitterSection" data="
">The new indoor cricket facility at CAB .. @CabCricket @BCCI .. a state of art .. just finished today pic.twitter.com/n6GvXe7qXI
— Sourav Ganguly (@SGanguly99) March 14, 2020The new indoor cricket facility at CAB .. @CabCricket @BCCI .. a state of art .. just finished today pic.twitter.com/n6GvXe7qXI
— Sourav Ganguly (@SGanguly99) March 14, 2020
ସିଏବିର ଇଣ୍ଡୋର ହଲରେ ଅତ୍ୟାଧୁନିକ କ୍ରିକେଟ ବ୍ୟବସ୍ଥା କାର୍ଯ୍ୟ ଚାଲୁରହିଥିଲା । ଇଣ୍ଡୋର ହଲର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ଗାଙ୍ଗୁଲି । ଏହି ଫଟୋ ସବୁରେ ଖେଳାଳିଙ୍କ ପାଇଁ ସୁବ୍ୟବସ୍ଥିତ ଜିମ୍ ଓ ସୁଇମିଂ ପୁଲର ବ୍ୟବସ୍ଥା ରହିଥିବା ଦେଖାଯାଇଛି ।
ଐତିହାସକ ଇଡେନ ଗାର୍ଡେନ କୋଲକାତା କ୍ରିକେଟ ଷ୍ଟାଡିୟମରେ, ଏହି ଇନ୍ଡୋର ହଲ କ୍ରିକେଟରଙ୍କୁ ସମସ୍ତ ସୁବିଧା ଯୋଗାଇବ । ଏଥିସହିତ ଇଡେନ ଗାର୍ଡେନକୁ ଏକ ସ୍ୱୟଂସଂପୂର୍ଣ୍ଣ ଷ୍ଟାଡିୟମରେ ଗଢିବା ସହ, ବିଶ୍ୱରେ ଭାରତୀୟ ଷ୍ଟାଡିୟମର ସ୍ତରକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ