ETV Bharat / sports

ଚାରିଦିନିଆ ଟେଷ୍ଟ ମ୍ୟାଚ ପ୍ରସ୍ତାବକୁ ଭିଭିଏସ ଲକ୍ଷ୍ମଣଙ୍କ ନା

author img

By

Published : Apr 14, 2020, 5:35 PM IST

ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ଭିଭିଏସ ଲକ୍ଷ୍ମଣ 4ଦିନିକିଆ ଟେଷ୍ଟ ମ୍ୟାଚ ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି । ଲକ୍ଷ୍ମଣ କହିଛନ୍ତି 4 ଦିନିକିଆ ଟେଷ୍ଟ କ୍ରିକେଟ ମ୍ୟାଚ ସପକ୍ଷରେ ମୁଁ ନାହିଁ ।

Four-day Test will not achieve desired results: VVS laxman
ଚାରିଦିନିଆ ଟେଷ୍ଟ ମ୍ୟାଚ ପ୍ରସ୍ତାବକୁ ଭିଭିଏସ ଲକ୍ଷ୍ମଣଙ୍କ ନା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ଭିଭିଏସ ଲକ୍ଷ୍ମଣ 4ଦିନିକିଆ ଟେଷ୍ଟ ମ୍ୟାଚ ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି । ଲକ୍ଷ୍ମଣ କହିଛନ୍ତି "4ଦିନିକିଆ ଟେଷ୍ଟ କ୍ରିକେଟ ମ୍ୟାଚ ସପକ୍ଷରେ ମୁଁ ନାହିଁ । ଏହା ଟେଷ୍ଟ ମ୍ୟାଚର ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି । 5ଦିନର ଟେଷ୍ଟ ମ୍ୟାଚ ଏହାକୁ ସଂପୂର୍ଣ୍ଣ କରେ ।"

ଆଇସିସି କ୍ରିକେଟ କମିଟି ଭବିଷ୍ୟତରେ ଟେଷ୍ଟ ମ୍ୟାଚ 5ଦିନରୁ କମାଇ 4ଦିନିଆ କରିବାକୁ ବିଚାର କରୁଥିବା ଚର୍ଚ୍ଚା ହେଉଛି । 2023 ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଏହି ନୂଆ ପରିବର୍ତ୍ତନ ଲାଗୁ କରାଯିବ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ତେବେ ଏହି ପରିବର୍ତ୍ତନ ପ୍ରସ୍ତାବକୁ ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀ, ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ଶ୍ରୀଲଙ୍କା କୋଚ ମିକି ଅର୍ଥର, ଅଲରାଉଣ୍ଡର ଇରଫାନ ପଠାନ ବିରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.