,

Former President #PranabMukherjee will be remembered as a tall and multidimensional figure of Indian politics.
A statesman, thinker, writer and people's man.
Deepest Condolences To The Family.#RipPranabMukherjee pic.twitter.com/6EhSz3xgZG

— Vijender Singh (@boxervijender) August 31, 2020
,

With a Heavy Heart , this is to inform you that my father Shri #PranabMukherjee has just passed away inspite of the best efforts of Doctors of RR Hospital & prayers ,duas & prarthanas from people throughout India !
I thank all of You 🙏

— Abhijit Mukherjee (@ABHIJIT_LS) August 31, 2020
,

The nation has lost a brilliant leader. Saddened to hear about the passing of Shri Pranab Mukherjee. My sincere condolences to his family. 🙏🏼

— Virat Kohli (@imVkohli) August 31, 2020
", "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-8629281-thumbnail-3x2-wc.jpg" } } }
,

Former President #PranabMukherjee will be remembered as a tall and multidimensional figure of Indian politics.
A statesman, thinker, writer and people's man.
Deepest Condolences To The Family.#RipPranabMukherjee pic.twitter.com/6EhSz3xgZG

— Vijender Singh (@boxervijender) August 31, 2020
,

With a Heavy Heart , this is to inform you that my father Shri #PranabMukherjee has just passed away inspite of the best efforts of Doctors of RR Hospital & prayers ,duas & prarthanas from people throughout India !
I thank all of You 🙏

— Abhijit Mukherjee (@ABHIJIT_LS) August 31, 2020
,

The nation has lost a brilliant leader. Saddened to hear about the passing of Shri Pranab Mukherjee. My sincere condolences to his family. 🙏🏼

— Virat Kohli (@imVkohli) August 31, 2020
", "articleSection": "sports", "articleBody": "ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । କ୍ରୀଡା ଜଗତରୁ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଅନେକ କ୍ରୀଡାବିତ ଶୋକ ପ୍ରକାଶ କରିଛନ୍ତି ।ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଆର୍ମି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଣ୍ଡରେ ରକ୍ତ ଜମାଟ ଯୋଗୁଁ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ । ଆଜି ଅପରାହ୍ନରେ ମୃତ୍ୟୁ ଖବର ନେଇ ପୁଅ ଅଭିଜିତ ମୁଖାର୍ଜୀ ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ । ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ମୃତ୍ଯୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି । Former President #PranabMukherjee will be remembered as a tall and multidimensional figure of Indian politics.A statesman, thinker, writer and people's man. Deepest Condolences To The Family.#RipPranabMukherjee pic.twitter.com/6EhSz3xgZG— Vijender Singh (@boxervijender) August 31, 2020 The nation has lost a brilliant leader. Saddened to hear about the passing of Shri Pranab Mukherjee. My sincere condolences to his family. 🙏🏼— Virat Kohli (@imVkohli) August 31, 2020 କ୍ରୀଡା ଜଗତରୁ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭିଭିଏସ ଲକ୍ଷ୍ମଣ, ବକ୍ସର ବିଜେନ୍ଦର ସିଂହ ଓ ଅନେକ କ୍ରୀଡାବିତ ଶୋକ ପ୍ରକାଶ କରିଛନ୍ତି ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.comoriya/odisha/sports/cricket/cricket-top-news/former-president-pranab-mukherjee-passes-away-sports-fraternity-mourns/or20200831193948148", "inLanguage": "or", "datePublished": "2020-08-31T19:39:49+05:30", "dateModified": "2020-08-31T20:43:09+05:30", "dateCreated": "2020-08-31T19:39:49+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-8629281-thumbnail-3x2-wc.jpg", "mainEntityOfPage": { "@type": "WebPage", "@id": "https://www.etvbharat.comoriya/odisha/sports/cricket/cricket-top-news/former-president-pranab-mukherjee-passes-away-sports-fraternity-mourns/or20200831193948148", "name": "ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ, କ୍ରୀଡା ଜଗତରେ ଶୋକ", "image": "https://etvbharatimages.akamaized.net/etvbharat/prod-images/768-512-8629281-thumbnail-3x2-wc.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-8629281-thumbnail-3x2-wc.jpg", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / sports

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ, କ୍ରୀଡା ଜଗତରେ ଶୋକ

author img

By

Published : Aug 31, 2020, 7:39 PM IST

Updated : Aug 31, 2020, 8:43 PM IST

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । କ୍ରୀଡା ଜଗତରୁ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଅନେକ କ୍ରୀଡାବିତ ଶୋକ ପ୍ରକାଶ କରିଛନ୍ତି ।

Former President Pranab Mukherjee passes away, sports fraternity Mourns
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ, କ୍ରୀଡା ଜଗତର ଶୋକ ପ୍ରକାଶ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଆର୍ମି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଣ୍ଡରେ ରକ୍ତ ଜମାଟ ଯୋଗୁଁ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ । ଆଜି ଅପରାହ୍ନରେ ମୃତ୍ୟୁ ଖବର ନେଇ ପୁଅ ଅଭିଜିତ ମୁଖାର୍ଜୀ ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ ।

ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ମୃତ୍ଯୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।

The nation has lost a brilliant leader. Saddened to hear about the passing of Shri Pranab Mukherjee. My sincere condolences to his family. 🙏🏼

— Virat Kohli (@imVkohli) August 31, 2020 " class="align-text-top noRightClick twitterSection" data=" ">

କ୍ରୀଡା ଜଗତରୁ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭିଭିଏସ ଲକ୍ଷ୍ମଣ, ବକ୍ସର ବିଜେନ୍ଦର ସିଂହ ଓ ଅନେକ କ୍ରୀଡାବିତ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଆର୍ମି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଣ୍ଡରେ ରକ୍ତ ଜମାଟ ଯୋଗୁଁ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ । ଆଜି ଅପରାହ୍ନରେ ମୃତ୍ୟୁ ଖବର ନେଇ ପୁଅ ଅଭିଜିତ ମୁଖାର୍ଜୀ ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ ।

ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ମୃତ୍ଯୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।

  • The nation has lost a brilliant leader. Saddened to hear about the passing of Shri Pranab Mukherjee. My sincere condolences to his family. 🙏🏼

    — Virat Kohli (@imVkohli) August 31, 2020 " class="align-text-top noRightClick twitterSection" data=" ">

କ୍ରୀଡା ଜଗତରୁ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭିଭିଏସ ଲକ୍ଷ୍ମଣ, ବକ୍ସର ବିଜେନ୍ଦର ସିଂହ ଓ ଅନେକ କ୍ରୀଡାବିତ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2020, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.