ETV Bharat / sports

ପାକିସ୍ତାନ କ୍ରିକେଟ ବୋର୍ଡରେ ପ୍ରଥମ ମହିଳା ନିର୍ଦ୍ଦେଶକ ନିଯୁକ୍ତ - ମହିଳା ନିର୍ଦ୍ଦେଶକଙ୍କୁ ନିଯୁକ୍ତ

ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମ ଥର ପାଇଁ ଜଣେ ମହିଳା ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛି । ଅଧିକ ପଢନ୍ତୁ...

First female director appointed to Pakistan Cricket Board
ପାକିସ୍ତାନ କ୍ରିକେଟ ବୋର୍ଡରେ ପ୍ରଥମ ମହିଳା ନିର୍ଦ୍ଦେଶକ ନିଯୁକ୍ତ
author img

By

Published : Nov 10, 2020, 8:10 PM IST

ଇସଲାମବାଦ: ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମ ଥର ପାଇଁ ଜଣେ ମହିଳା ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛି ।

ମାନବ ସମ୍ବଳ କାର୍ଯ୍ୟନିବାହୀ ଅଧିକାରୀ ଆଲିଆ ଜାଫର 4ଜଣ ନୂଆ ନିର୍ଦ୍ଦେଶକଙ୍କ ମଧ୍ୟରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆର୍ଥିକ କାର୍ଯ୍ୟନିବାହୀ ଜାଭେଦ କ୍ୟୁରେସି, ଅର୍ଥନୀତିଜ୍ଞ ଅସିମ ୱାଜିଦ ଜୱାଦ ଓ କର୍ପୋରେଟ କାର୍ଯ୍ୟନାବାହୀ ଆରିଫ ସଇଦ ।

ଜାଫର ଓ ଜୱାଦ ଦୁଇ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି ।

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ନୂଆ ସମ୍ବିଧାନ ଅନୁଯାୟୀ, ପରିଚାଳନା ବୋର୍ଡରେ 4ଜଣ ସ୍ବାଧିନ ନିର୍ଦ୍ଦେଶକଙ୍କ ମଧ୍ୟରେ ବାଧ୍ୟତାମୂଳକ ଭାବେ ଜଣେ ମହିଳା ରହିବେ ।

ପ୍ରଥମ ମହିଳା ନିର୍ଦ୍ଦେଶକ ନିଯୁକ୍ତ ହୋଇଥିବା ଆଲିଆ ଜାଫରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିସିବି ଚେୟାରମ୍ୟାନ ଏହସାନ ମଣି । ଏହା ବୋର୍ଡର ସକରାତ୍ମକ ପରିଚାଳନାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.