ETV Bharat / sports

ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଅର୍ଜୁନ ତେନ୍ଦୁଲକର, ଫ୍ୟାନ୍ସଙ୍କର ବଢ଼ିଲା ଉତ୍କଣ୍ଠା - ଫ୍ୟାନ୍ସଙ୍କ କଳ୍ପନା ଜଳ୍ପନା

ୟୁଏଇ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ନଜର ଆସିଲେ ଅର୍ଜୁନ ତେନ୍ଦୁଲକର । ଏମଆଇ ଟିମରେ ସାମିଲ ହେବା ନେଇ ଫ୍ୟାନ୍ସଙ୍କର ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା । ଅଧିକ ପଢ଼ନ୍ତୁ...

Fans curious after spotting Arjun Tendulkar in MI Camp, Arjun Tendulkar in mumbai indians camp, ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଅର୍ଜୁନ ତେନ୍ଦୁଲକର, ଫ୍ୟାନ୍ସଙ୍କର ବଢ଼ିଲା ଉତ୍କଣ୍ଠା, ଫ୍ୟାନ୍ସଙ୍କ କଳ୍ପନା ଜଳ୍ପନା
ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଅର୍ଜୁନ ତେନ୍ଦୁଲକର, ଫ୍ୟାନ୍ସଙ୍କର ବଢ଼ିଲା ଉତ୍କଣ୍ଠା
author img

By

Published : Sep 16, 2020, 12:29 PM IST

ଦୁବାଇ:ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ ଖେଳିବା ନେଇ ହୋଇଛି ଗୁଜବ ସୃଷ୍ଟି । ଅର୍ଜୁନଙ୍କ ପିତା ସଚିନ ଫ୍ରାଞ୍ଚାଇଜର ନେତୃତ୍ବ ନେଉଥିବା ବେଳେ ୱାଙ୍ଖେଡେ ଷ୍ଟାଡିୟମରେ ପିଲାଦିନରୁ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।

Fans curious after spotting Arjun Tendulkar in MI Camp, Arjun Tendulkar in mumbai indians camp, ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଅର୍ଜୁନ ତେନ୍ଦୁଲକର, ଫ୍ୟାନ୍ସଙ୍କର ବଢ଼ିଲା ଉତ୍କଣ୍ଠା, ଫ୍ୟାନ୍ସଙ୍କ କଳ୍ପନା ଜଳ୍ପନା
ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଅର୍ଜୁନ ତେନ୍ଦୁଲକର

ବର୍ତ୍ତମାନ, ଅର୍ଜୁନ ଜଣେ ଉଚ୍ଚ-କୁଶଳୀ ବାମହାତୀ ପେସର ଭାବରେ ଉଭା ହୋଇଛନ୍ତି, ଯିଏ ଘରୋଇ ଏବଂ 19 ବର୍ଷରୁ କମ ସର୍କିଟରେ ବ୍ୟାଟିଂ ଦକ୍ଷତା ସହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଅର୍ଜୁନ ୟୁଏଇରେ ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର ଏବଂ ଜେମ୍ସ ପାଟିନସନଙ୍କ ସହ ସୁଇମିଂ ପୁଲରେ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।

ଏହି ଫଟୋ ଏବେ ଅର୍ଜୁନ ଚାରିଥର ଆଇପିଏଲ ବିଜେତା ଫ୍ରାଞ୍ଚାଇଜରେ ଯୋଗ ଦେଇଥିବା ନେଇ ସୋସିଆଲ ମିଡିଆରେ ପ୍ରଶଂସକଙ୍କ କଳ୍ପନା ଜଳ୍ପନାର କାରଣ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା, ଅନୁମାନ ସତ୍ୟ ନୁହେଁ ।

ନେଟ ବୋଲର କଣ୍ଟିଜେଣ୍ଟର ଏକ ଅଂଶ ଭାବରେ ଅର୍ଜୁନ ଏମଆଇ ଫ୍ରାଞ୍ଚାଇଜ ସହିତ ଯାତ୍ରା କରିଛନ୍ତି । ଏହା ପ୍ରଥମ ଘଟଣା ନୁହେଁ ଯେ ଅର୍ଜୁନ ଏମଆଇ ଦଳ ସହ ଯାତ୍ରା କରିଛନ୍ତି, କିନ୍ତୁ ଫ୍ରାଞ୍ଚାଇଜ ତାଙ୍କୁ ଏପର୍ଯ୍ୟନ୍ତ ସାଇନ କରିନାହିଁ। ୟୁଏଇରେ ଏମଆଇ ବ୍ୟାଟ୍ସମ୍ୟାନଙ୍କୁ ନେଟ୍‌ରେ ବୋଲିଂ କରିବେ ଅର୍ଜୁନ ।

ୟୁଏଇରେ ସେପ୍ଟେମ୍ବର 19ରୁ ଆଇପିଏଲ 2020 ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.