ETV Bharat / sports

ଇଟିଭି ଭାରତରେ ଟିମ ଇଣ୍ଡିଆ ଅଲରାଉଣ୍ଡର ବିଜୟ ଶଙ୍କର - ଅଲରାଉଣ୍ଡର ବିଜୟ ଶଙ୍କର

ଟିମ ଇଣ୍ଡିଆର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଦେଖନ୍ତୁ ଭିଡିଓ...

EXCLUSIVE: It's important for me to keep performing, says Vijay Shankar
ଇଟିଭି ଭାରତରେ ଟିମ ଇଣ୍ଡିଆ ଅଲରାଉଣ୍ଡର ବିଜୟ ଶଙ୍କର
author img

By

Published : Dec 7, 2020, 8:21 PM IST

ହାଇଦ୍ରାବାଦ: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମର ପ୍ରମୁଖ ଖେଳାଳି ତଥା ଟିମ ଇଣ୍ଡିଆର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଟିମ ଇଣ୍ଡିଆକୁ ଫେରିବାକୁ ବିଜୟ ଆଶାବାଦୀ ଥିବାବେଳେ, ଆସନ୍ତାବର୍ଷ ହେବାକୁ ଥିବା ଟି-20 ବିଶ୍ବକପ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ।

ଇଟିଭି ଭାରତରେ ଟିମ ଇଣ୍ଡିଆ ଅଲରାଉଣ୍ଡର ବିଜୟ ଶଙ୍କର

ଜାତୀୟ ଟିମକୁ ଫେରିବାନେଇ 29 ବର୍ଷୀୟ ଅଲରାଉଣ୍ଡର କହିଛନ୍ତି, ଟିମରୁ ବାଦ ପଡିବା କଷ୍ଟଦାୟକ । ସମାନ କାରଣ ପାଇଁ ବାଦ ପଡିଲେ କୌଣସି ବି କ୍ରିକେଟରଙ୍କୁ କଷ୍ଟ ଅନୁଭବ ହେବ । କାରଣ ଦେଶ ପାଇଁ ଖେଳିବା ସର୍ବଦା ସ୍ବପ୍ନ ରହିଥାଏ । ଆହତ ସମସ୍ୟା ମ୍ୟାଚ ଖେଳିବାକୁ ଅସମର୍ଥ ହେବ ଟିମରୁ ବାଦ ପଡିବାର ପ୍ରମୁଖ କାରଣ ।

ଗତ ଘରୋଇ ସିଜିନରେ ଭଲ ପ୍ରଦର୍ଶନ ରହିଥିଲା । ନ୍ୟୁଜିଲାଣ୍ଡରେ ଇଣ୍ଡିଆ ଏ ପକ୍ଷରୁ ମଧ୍ୟ ପ୍ରଦର୍ଶନ ସନ୍ତୋଷଜନକ ଥିଲା । ଯେଉଁଠାରେ ଖେଳିବାକୁ ସୁଯୋଗ ମିଳୁଛି, ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଥିବା କହିଛନ୍ତି ବିଜୟ ଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.