ETV Bharat / sports

ଅବସର ପୂର୍ବରୁ ଶେଷ ଆସେସ ପ୍ରସ୍ତୁତିରେ ଆଣ୍ଡରସନ-ବ୍ରଡ

author img

By

Published : Apr 24, 2020, 12:36 PM IST

Updated : Apr 24, 2020, 4:41 PM IST

ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ଦୁଇ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ତେବେ କ୍ୟାରିୟରର ଶେଷ ଆସେସ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏହି ଦୁଇ ଶ୍ରେଷ୍ଠ ବୋଲର । ଅଧିକ ପଢ଼ନ୍ତୁ...

England's Anderson, Broad set Ashes target
ଅବସର ପୂର୍ବରୁ ଶେଷ୍ଠ ଆସେସ ପ୍ରସ୍ତୁତିରେ ଆଣ୍ଡରସନ-ବ୍ରଡ

ଲଣ୍ଡନ: ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ଦୁଇ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ତେବେ କ୍ୟାରିୟରର ଶେଷ ଆସେସ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏହି ଦୁଇ ଶ୍ରେଷ୍ଠ ବୋଲର ।

ଅବସର ପୂର୍ବରୁ ଆଗାମୀ ଆସେସ ସିରିଜ ଉଭୟ ଆଣ୍ଡରସନ ଓ ବ୍ରଡଙ୍କ ଶେଷ ଆସେସ ସିରିଜ ହୋଇପାରେ । ଗତ 12 ମାସ ମଧ୍ୟରେ ଏକାଧିକ ଥର 37 ବର୍ଷିୟ ଆଣ୍ଡରସନ ଆହତ ହୋଇ ସିରିଜରକୁ ବାଦ ପଡିଥିଲେ । ଅନ୍ୟପଟେ ବ୍ରଡ ମଧ୍ୟ ଅସବର ସଙ୍କେତ ଦେଇସାରିଛନ୍ତି । ଆଣ୍ଡରସନ ଓ ବ୍ରଡଙ୍କ ମଧ୍ୟରେ ଏକ ଲାଇଭ ଇନଷ୍ଟାଗ୍ରାମ ଭିଡିଓ ସେସନରେ ଏନେଇ ଖୁଲାସା ହୋଇଛି ।

ଅଷ୍ଟ୍ରେଲିଆରେ 2021-22 ଆସେସ ସିରିଜରେ ଉଭୟ ଖେଳାଳି ଅବସର ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି ।

Last Updated : Apr 24, 2020, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.