ETV Bharat / sports

ବିଶ୍ବକପ: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତି, କଙ୍ଗାରୁ ଦଳର ବ୍ୟାଟିଂ ଜାରି - toss

ଆଜି ବିଶ୍ବକପର ହାଇଭୋଲ୍ଟେଜ ମ୍ୟାଚରେ କ୍ରିକେଟ ଅନ୍ୟତମ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ-ଅଷ୍ଟ୍ରେଲିଆ ମହାଁମୁହିଁ ହେଉଛନ୍ତି । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଆୟୋଜକ ଇଂଲଣ୍ଡ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 25, 2019, 3:16 PM IST

ଲଣ୍ଡନ: ଆଜି ବିଶ୍ବକପର ହାଇଭୋଲ୍ଟେଜ ମ୍ୟାଚରେ କ୍ରିକେଟ ଅନ୍ୟତମ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ-ଅଷ୍ଟ୍ରେଲିଆ ମହାଁମୁହିଁ ହେଉଛନ୍ତି । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଆୟୋଜକ ଇଂଲଣ୍ଡ । ଫଳରେ ଐତିହାସିକ ଲର୍ଡ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଛି କଙ୍ଗାରୁ ଦଳ ।

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, କ୍ରିକେଟିଂ ୱାଲ୍ଡରେ ରୋମାଞ୍ଚକର ଲଢେଇ । ଅନ୍ୟପଟେ ଚଳିତ ସିଜନରେ ଭଲ ଆରମ୍ଭ କରିଥିବା ଆୟୋଜକ ଇଂଲଣ୍ଡ କିନ୍ତୁ ଏବେ କରା ବା ମର ସ୍ଥିତିରେ ରହିଛି । ଫଳରେ ଏହି ମ୍ୟାଚକୁ ଜିତିବାକୁ ପ୍ରାଣପଣେ ଉଦ୍ୟମ କରିବା ଇଂଲିଶ ବାହିନୀ ।

ଅନ୍ୟପଟେ ଇଂଲଣ୍ଡ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜେସନ ରୟ ଆହତ ସମସ୍ୟା ପାଇଁ ଆଜି ମ୍ୟାଚ ଖେଳୁନାହାନ୍ତି । ସେହିପରି ନାଥନ କଲ୍ଟର-ନାଇଲ୍‌ ଓ ଆଡାମ ଜାମ୍ପା ମଧ୍ୟ କଙ୍ଗାରୁ ଦଳରେ ଅନୁପସ୍ଥିତ ରହିଛନ୍ତି ।

ଇଂଲଣ୍ଡ ଏକାଦଶ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନ୍ନି ବେଷ୍ଟୋ(ୱିକେଟ କିପର), ଜସ ବଟଲର, ସାମ କରୁନ, ଜନି ବେୟାରିଷ୍ଟୋ, ଜୋ ରୁଟ୍‌, ବେନ ଷ୍ଟୋକ୍‌, କ୍ରିସ୍‌ ୱକ୍ସ, ଆଦିଲ ରସିଦ୍‌, ମାର୍କ ଉଡ୍‌ ।

ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କାରେ, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଡେଭିଡ ଓ୍ବାର୍ନର ।

Intro:Body:

prabir 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.