ETV Bharat / sports

ENG vs AUS ଦ୍ବିତୀୟ T20: କର ବା ମର ସ୍ଥିତିରେ ଭ୍ରମଣକାରୀ ଦଳ

ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କଙ୍ଗାରୁ ଦଳ ଆଜିର ମ୍ୟାଚ ଜିତି ସିରିଜକୁ ବରାବର ଲକ୍ଷ୍ୟରେ ଦ ରୋଜ ବାଉଲ ଗ୍ରାଉଣ୍ଡକୁ ଓହ୍ଲାଇବ । ସେହିପରି ଘରୋଇ ଦଳ 2ୟ ମ୍ୟାଚ ନିଜ ନାଁରେ କରି ଆଗୁଆ ସରିଜ କବ୍ଜା ଲକ୍ଷ୍ୟରେ ରହିଛି ।

author img

By

Published : Sep 6, 2020, 11:24 AM IST

ENG vs AUS 2nd T20: କର ବା ମର ସ୍ଥିତିରେ ଭ୍ରମଣକାରୀ ଦଳ

ସାଉଥମ୍ପଟନ: ଆଜି ଇଂଲଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜର 2ୟ ମୁକାବିଲା । ପ୍ରଥମ ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ସିରିଜର 1ମ ମ୍ୟାଚରେ ଭ୍ରମଣକାରୀ ଦଳ ମାତ୍ର 2ରନ୍‌ରେ ଆୟୋଜକ ଦଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

କଙ୍ଗାରୁ ଦଳ ଆଜିର ମ୍ୟାଚ ଜିତି ସିରିଜକୁ ବରାବର ଲକ୍ଷ୍ୟରେ ଦ ରୋଜ ବାଉଲ ଗ୍ରାଉଣ୍ଡକୁ ଓହ୍ଲାଇବ । ସେହିପରି ଘରୋଇ ଦଳ 2ୟ ମ୍ୟାଚ ନିଜ ନାଁରେ କରି ଆଗୁଆ ସରିଜ କବ୍ଜା ଲକ୍ଷ୍ୟରେ ରହିଛି ।

ତେବେ 2ୟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆର ଅନୁଭବୀ ଫାଷ୍ଟ ବୋଲର ପାଟ କମିନ୍ସ କହିଛନ୍ତି ଯେ, ଟିମରେ ମହେନ୍ଦ୍ର ସିଂ ଧୋନିଙ୍କ ପରି ଜଣେ ଖେଳାଳିଙ୍କ ଆବଶ୍ୟକତା ରହିଛି ।

ସାମ୍ଭାବ୍ୟ ଏକାଦଶ ସ୍କ୍ବାର୍ଡ:-

ଇଂଲଣ୍ଡ ଟିମ- ଜୋସ ବଟଲର, ଜନି ବେସରଷ୍ଟୋ, ଡେଓ୍ବିଡ ମଲାନ, ଟମ ବାଣ୍ଟନ, ଇୟନ ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲି, ଟମ କୁରାନ, କ୍ରିସ ଜୋର୍ଡନ, ଆଦିଲ ରଶିଦ, ଜୋଫ୍ରା ଆର୍ଚର ଓ ମାର୍କ ଉୁଡ୍‌

ଅଷ୍ଟ୍ରେଲିଆ ଟିମ- ଡେଭିଡ ଓ୍ବାର୍ଣ୍ଣର, ଆରୋନ ଫିଞ୍ଚ(ଅଧିନାୟକ), ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସଓ୍ବେଲ, ଏଲେକ୍ସ କ୍ୟାରି, ମାର୍କସ ଷ୍ଟୋଇନିସ, କେନ ରିଚର୍ଡସନ, ଜୋସ ହେଜଲଉଡ, ଏଷ୍ଟନ ଅଗର, ପାଟ କମିନ୍ସ ଓ ନାଥନ ଲୟନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.