ସାଉଥାମ୍ପଟନ: ଆଜିଠୁ ଆରମ୍ଭ ହୋଇଛି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 2ୟ ଟେଷ୍ଟ । ପାକିସ୍ତାନ କ୍ୟାପଟେନ ଆଝାର ଅଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ଚୂଡାନ୍ତ ଏକାଦଶ ଗୋଟିଏ ପରିବର୍ତ୍ତନ ହୋଇଛି । ସଦାବ ଖାନଙ୍କ ସ୍ଥାନରେ ଫୱାଦ ଆଲାମଙ୍କୁ ସାମିଲ କରାଯାଇଛି ।
-
Playing XI for the second #ENGvPAK Test.
— Pakistan Cricket (@TheRealPCB) August 13, 2020 " class="align-text-top noRightClick twitterSection" data="
UPDATES ➡️ https://t.co/xA2FMypqVu pic.twitter.com/FIMGAgg7iO
">Playing XI for the second #ENGvPAK Test.
— Pakistan Cricket (@TheRealPCB) August 13, 2020
UPDATES ➡️ https://t.co/xA2FMypqVu pic.twitter.com/FIMGAgg7iOPlaying XI for the second #ENGvPAK Test.
— Pakistan Cricket (@TheRealPCB) August 13, 2020
UPDATES ➡️ https://t.co/xA2FMypqVu pic.twitter.com/FIMGAgg7iO
ମାଞ୍ଚେଷ୍ଟରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ରୋମାଞ୍ଚକର ଭାବେ ବିଜୟୀ ହୋଇ ସିରିଜରେ 1-0ରେ ଆଗୁଆ ରହିଛି । ଦ୍ବିତୀୟ ଟେଷ୍ଟ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛ ଘରୋଇ ଦଳ । ଅନ୍ୟପଟେ ସାଉଥାମ୍ପଟନରେ ସିରିଜ ବରାବର ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ପାକିସ୍ତାନ ।
-
Will we take a 2-0 series lead? 🏴
— England Cricket (@englandcricket) August 13, 2020 " class="align-text-top noRightClick twitterSection" data="
🏏 Second #raisethebat Test
🆚 @TheRealPCB
⏰ 11am (UK)
📍 @TheAgeasBowl
📺 @SkyCricket
📻 @bbctms
#️⃣ ENGvPAK
📲 https://t.co/1tjBH3ddJe pic.twitter.com/ayhuWHa70f
">Will we take a 2-0 series lead? 🏴
— England Cricket (@englandcricket) August 13, 2020
🏏 Second #raisethebat Test
🆚 @TheRealPCB
⏰ 11am (UK)
📍 @TheAgeasBowl
📺 @SkyCricket
📻 @bbctms
#️⃣ ENGvPAK
📲 https://t.co/1tjBH3ddJe pic.twitter.com/ayhuWHa70fWill we take a 2-0 series lead? 🏴
— England Cricket (@englandcricket) August 13, 2020
🏏 Second #raisethebat Test
🆚 @TheRealPCB
⏰ 11am (UK)
📍 @TheAgeasBowl
📺 @SkyCricket
📻 @bbctms
#️⃣ ENGvPAK
📲 https://t.co/1tjBH3ddJe pic.twitter.com/ayhuWHa70f
ପାକିସ୍ତାନ ଦଳ: ସାନ ମାସୁଦ, ଆବିଦ ଅଲ୍ଲୀ, ଆଝାର ଅଲ୍ଲୀ(କ୍ୟାପଟେନ), ଆଜାଦ ସାଫିକ, ଫୱାଦ ଆଲାମ, ମହମ୍ମଦ ରିଜୱାନ(ୱିକେଟ କିପର), ୟାସିର ସାହ, ମହମ୍ମଦ ଆବାସ, ସାହିନ ଆଫ୍ରିଦୀ, ନସୀମ ସାହ ।
-
We have lost the toss and will bowl first here in Southampton! 🦁🦁🦁#ENGvPAK
— England Cricket (@englandcricket) August 13, 2020 " class="align-text-top noRightClick twitterSection" data="
">We have lost the toss and will bowl first here in Southampton! 🦁🦁🦁#ENGvPAK
— England Cricket (@englandcricket) August 13, 2020We have lost the toss and will bowl first here in Southampton! 🦁🦁🦁#ENGvPAK
— England Cricket (@englandcricket) August 13, 2020
ଇଂଲଣ୍ଡ ଦଳ: ରରି ବର୍ଣ୍ଣସ, ଡୋମିନିକ ସିବଲେ, ଜାକ କ୍ରାୱଲେ, ଜୋ ରୁଟ(କ୍ୟାପଟେନ), ଓଲି ପୋପ, ଜସ ବଟଲର(ୱିକେଟ କିପର), କ୍ରିସ ୱର୍କ୍ସ, ସାମ କରନ, ଡୋମିନିକ ବେସ, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ