ସାଉଥାମ୍ପଟନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି ।
-
LUNCH 🥪
— ICC (@ICC) August 13, 2020 " class="align-text-top noRightClick twitterSection" data="
Some light rain has prompted an early lunch, with Pakistan 62/1 🇵🇰 #ENGvPAK SCORECARD ▶️ https://t.co/AvmXf8XQqH pic.twitter.com/5Aquwq3yTH
">LUNCH 🥪
— ICC (@ICC) August 13, 2020
Some light rain has prompted an early lunch, with Pakistan 62/1 🇵🇰 #ENGvPAK SCORECARD ▶️ https://t.co/AvmXf8XQqH pic.twitter.com/5Aquwq3yTHLUNCH 🥪
— ICC (@ICC) August 13, 2020
Some light rain has prompted an early lunch, with Pakistan 62/1 🇵🇰 #ENGvPAK SCORECARD ▶️ https://t.co/AvmXf8XQqH pic.twitter.com/5Aquwq3yTH
ପ୍ରଥମେ ଟସ ଜିତି ପାକିସ୍ତାନ କ୍ୟାପଟେନ ଆଝାର ଅଲ୍ଲୀ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମାତ୍ର 6 ରନରେ ପ୍ରଥମ ୱିକେଟ ଭାବେ ଫର୍ମରେ ଥିବା ସାନ ମାସୁଦଙ୍କୁ ହରାଇଥିଲା ପାକିସ୍ତାନ । ଏହାପରେ କ୍ୟାପଟେନ ଆଝାର ଅଲ୍ଲୀ ଓ ଆବିଦ ଅଲ୍ଲୀ ପାକିସ୍ତାନ ଇଂନିସକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତୀକୟ ପାର୍ଟନରସିପ ହୋଇଥିଲା ।
-
YES JIMMY! 🙌
— England Cricket (@englandcricket) August 13, 2020 " class="align-text-top noRightClick twitterSection" data="
Live Scorecard & Clips: https://t.co/yjhVDqBbVN#ENGvPAK pic.twitter.com/f9jpsmJhl8
">YES JIMMY! 🙌
— England Cricket (@englandcricket) August 13, 2020
Live Scorecard & Clips: https://t.co/yjhVDqBbVN#ENGvPAK pic.twitter.com/f9jpsmJhl8YES JIMMY! 🙌
— England Cricket (@englandcricket) August 13, 2020
Live Scorecard & Clips: https://t.co/yjhVDqBbVN#ENGvPAK pic.twitter.com/f9jpsmJhl8
ଦଳୀୟ ସ୍କୋର 78 ଥିବାବେଳେ ଆଣ୍ଡରସନଙ୍କ ଶିକାର ହୋଇଥିଲେ ପାକିସ୍ତାନ କ୍ୟାପଟେନ । ତେବେ ସାଉଥାମ୍ପଟନରେ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି । ପାକିସ୍ତାନର ସ୍କୋର 85/2 ରହିଛି ।
ଇଂଲଣ୍ଡ ପକ୍ଷରୁ ଉଭୟ ଜେମ୍ସ ଆଣ୍ଡରସନ ପ୍ରଥମ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ