ETV Bharat / sports

ଇଂଲଣ୍ଡ ବନାମ ପାକିସ୍ତାନ 2ୟ ଟେଷ୍ଟ: ବର୍ଷା ବାଧକ, ପାକିସ୍ତାନ 85/2

author img

By

Published : Aug 13, 2020, 8:13 PM IST

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି ।

Eng VS PAK 2nd test at lunch Abid-Azhar help pakoff to steady start
ଇଂଲଣ୍ଡ ବନାମ ପାକିସ୍ତାନ 2ୟ ଟେଷ୍ଟ: ବର୍ଷା ବାଧକ, ପାକିସ୍ତାନ 85/2

ସାଉଥାମ୍ପଟନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି ।

ପ୍ରଥମେ ଟସ ଜିତି ପାକିସ୍ତାନ କ୍ୟାପଟେନ ଆଝାର ଅଲ୍ଲୀ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମାତ୍ର 6 ରନରେ ପ୍ରଥମ ୱିକେଟ ଭାବେ ଫର୍ମରେ ଥିବା ସାନ ମାସୁଦଙ୍କୁ ହରାଇଥିଲା ପାକିସ୍ତାନ । ଏହାପରେ କ୍ୟାପଟେନ ଆଝାର ଅଲ୍ଲୀ ଓ ଆବିଦ ଅଲ୍ଲୀ ପାକିସ୍ତାନ ଇଂନିସକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତୀକୟ ପାର୍ଟନରସିପ ହୋଇଥିଲା ।

YES JIMMY! 🙌

Live Scorecard & Clips: https://t.co/yjhVDqBbVN#ENGvPAK pic.twitter.com/f9jpsmJhl8

— England Cricket (@englandcricket) August 13, 2020 " class="align-text-top noRightClick twitterSection" data=" ">

ଦଳୀୟ ସ୍କୋର 78 ଥିବାବେଳେ ଆଣ୍ଡରସନଙ୍କ ଶିକାର ହୋଇଥିଲେ ପାକିସ୍ତାନ କ୍ୟାପଟେନ । ତେବେ ସାଉଥାମ୍ପଟନରେ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି । ପାକିସ୍ତାନର ସ୍କୋର 85/2 ରହିଛି ।

ଇଂଲଣ୍ଡ ପକ୍ଷରୁ ଉଭୟ ଜେମ୍ସ ଆଣ୍ଡରସନ ପ୍ରଥମ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସାଉଥାମ୍ପଟନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି ।

ପ୍ରଥମେ ଟସ ଜିତି ପାକିସ୍ତାନ କ୍ୟାପଟେନ ଆଝାର ଅଲ୍ଲୀ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମାତ୍ର 6 ରନରେ ପ୍ରଥମ ୱିକେଟ ଭାବେ ଫର୍ମରେ ଥିବା ସାନ ମାସୁଦଙ୍କୁ ହରାଇଥିଲା ପାକିସ୍ତାନ । ଏହାପରେ କ୍ୟାପଟେନ ଆଝାର ଅଲ୍ଲୀ ଓ ଆବିଦ ଅଲ୍ଲୀ ପାକିସ୍ତାନ ଇଂନିସକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତୀକୟ ପାର୍ଟନରସିପ ହୋଇଥିଲା ।

ଦଳୀୟ ସ୍କୋର 78 ଥିବାବେଳେ ଆଣ୍ଡରସନଙ୍କ ଶିକାର ହୋଇଥିଲେ ପାକିସ୍ତାନ କ୍ୟାପଟେନ । ତେବେ ସାଉଥାମ୍ପଟନରେ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି । ପାକିସ୍ତାନର ସ୍କୋର 85/2 ରହିଛି ।

ଇଂଲଣ୍ଡ ପକ୍ଷରୁ ଉଭୟ ଜେମ୍ସ ଆଣ୍ଡରସନ ପ୍ରଥମ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.