ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

author img

By

Published : Sep 1, 2020, 7:31 PM IST

ଅଷ୍ଟ୍ରେଲିଆ ବିପକ୍ଷ ଟି-20 ଓ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଇଂଲଣ୍ଡ ଦଳ ଘୋଷଣା କରିଛି ।

ECB announces T20I, ODI squads for series against Australia
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ଟି-20 ଓ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଇଂଲଣ୍ଡ ଦଳ ଘୋଷଣା ହୋଇଛି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଉଭୟ ସିରିଜ ବିନା ଦର୍ଶକରେ କାଲି ଷ୍ଟାଡିୟମରେ ଖେଳାଯିବ । ଏଜେଲ ବାୱଲ ଓ ଏମିରେଟସ ଓଲ୍ଡ ଟ୍ରାଫର୍ଡରେ ଜୈବ ସୁରକ୍ଷିକ ପରିବେଶରେ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ଟି-20 ସେପ୍ଟେମ୍ବର 4ରେ ଏଜେସ ବାୱଲରେ ଖେଳାଯିବ ।

ଘୋଷିତ ଇଂଲଣ୍ଡ ଟି-20 ସ୍କ୍ବାର୍ଡ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନାଥନ ବେୟାରଷ୍ଟୋ, ଟମ ବଣ୍ଟନ, ସାମ ବିଲିଙ୍ଗସ, ଜସ ବଟଲର, ସାମ କରନ, ଟମ କରନ, ଜେଏ ଡେନଲି, କ୍ରିସ ଜୋର୍ଡାନ, ଡେୱିଡ ମଲାନ, ଆଦିଲ ରସିଦ ଓ ମାର୍ତ ଉଡ ।

ଇଂଲଣ୍ଡ ଦିନିକିଆ ସ୍କ୍ବାର୍ଡ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନାଥନ ବେୟାରଷ୍ଟୋ, ଟମ ବଣ୍ଟନ, ସାମ ବିଲିଙ୍ଗସ, ଜସ ବଟଲର, ସାମ କରନ, ଟମ କରନ, ଜୋ ରୁଟ, କ୍ରିସ ଜୋର୍ଡାନ, ଡେୱିଡ ମଲାନ, ଆଦିଲ ରସିଦ ଓ ମାର୍କ ଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.