ETV Bharat / sports

ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି କ୍ରିକେଟ: ଉତ୍କଳ ବିଶ୍ଵବିଦ୍ୟାଳୟ ଚମ୍ପିଆନ

author img

By

Published : Jan 14, 2020, 11:55 PM IST

ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉତ୍କଳ ବିଶ୍ବବିଦ୍ୟାଳୟ ଚମ୍ପିଆନ । ତେବେ ଫାଇନାଲ ଖେଳିଥିବା 2ଟି ଦଳ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗନେବେ ।

ଇଷ୍ଟ ଜୋନ
ଇଷ୍ଟ ଜୋନ

କଟକ: ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଜିମାତ କଲା ଉତ୍କଳ ବିଶ୍ବବିଦ୍ୟାଳୟ । ରେଭେନ୍ସା ଗ୍ରାଉଣ୍ଡରେ ଖେଳାଯାଇଥିବା ଲିଗ ଫର୍ମାଟ ଫାଇନଲ ରାଉଣ୍ଡରେ ଉତ୍କଳ ୟୁନିଭରସିଟି ସର୍ବାଧିକ ପଏଣ୍ଟ ହାସଲ କରି ବିଜୟ ଲାଭ କରିଛି । ସେହିପରି ଭାବରେ ଭିବିଏସ ପୂର୍ବାଞ୍ଚଳ ଦଳ 2ୟ ସ୍ଥାନରେ ରହିଛି । ତେବେ ଫାଇନାଲ ଖେଳିଥିବା 2ଟି ଦଳ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ସର୍ବ ଭାରତୀୟ ରୋହୀନଟନବାରିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗନେବେ ।

ଉତ୍କଳ ବିଶ୍ବବିଦ୍ୟାଳୟ ଚମ୍ପିଆନ

ରେଭେନ୍ସା ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ 4 ୱେକେଟରେ ବିଜୟୀ ହୋଇଥିଲା ଭିବିଏସ ପୂର୍ବାଞ୍ଚଳ ଦଳ । ପ୍ରଥମ ବ୍ୟାଟିଂ କରିଥିବା ଉତ୍କଳ ଟିମ୍‌ 128 ରନରେ ଅଲଆଉଟ ହୋଇଥିଲା । ଜବାବରେ 6 ୱେକେଟ ହରାଇ ବିଜୟ ହୋଇଥିଲା ଭିବିଏସ ପୂର୍ବାଞ୍ଚଳ ଦଳ । ତେବେ ସର୍ବାଧିକ ପଏଣ୍ଟ ପାଇଥିବାରୁ ଉତ୍କଳ ୟୁନିଭରସିଟିକୁ ବିଜୟ ଘୋଷିତ କରାଯାଇଥିଲା ।

ତେବେ ଏହି ପ୍ରତିଯୋଗିତା ଗତବର୍ଷ ଡିସେମ୍ବର 24ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ସମୁଦାୟ 72ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । କଟକର 5 ଟି ଓ ଭୁବନେଶ୍ବରର ଗୋଟିଏ ଗ୍ରାଉଣ୍ଡରେ ଖେଳାଯାଇଥିଲା ସମସ୍ତ ମ୍ୟାଚ ।

ତେବେ ଉଦ୍‌ଯାପନୀ ଦିବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି , ସମ୍ପାଦକ ସଞ୍ଜୟ ବେହେରା , ରେଭେନ୍ସା କୁଳପତି ଇଶାନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ଇଷ୍ଟ ଯୋନ ଇଣ୍ଟର ୟୁନିଭରସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବାଜିମାତ କଲା ଉତ୍କଳ ୟୁନିଭରସିଟି । ରେଭେନ୍ସା ଗ୍ରାଉଣ୍ଡ ରେ ଖେଳାଯାଇଥିବା ଲିଗ ଫାର୍ମାଟ ଫାଇନଲ ରାଉଣ୍ଡ ରେ ଉତ୍କଳ ୟୁନିଭରସିଟି ସର୍ବାଧିକ ପଏଣ୍ଟ ହାସଲ କରି ବିଜୟ ଲାଭ କରିଛି । ସେହିପରି ଭାବରେ ଭିବିଏସ ପୂର୍ବାଞ୍ଚଳ ଦଳ ଦ୍ୱିତୀୟ ସ୍ଥାନ ରେ ରହିଛି । ତେବେ ଫାଇନାଲ ଖେଳିଥିବା ଦୁଇ ଟିମ ଆନ୍ଧ୍ରପ୍ରଦେଶ ପ୍ରଦେଶ ରେ ହେବାକୁ ଥିବା ସର୍ବ ଭାରତୀୟ ରୋହୀନଟନବାରିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଭାଗନେବେ ।

ରେଭେନ୍ସା ଗ୍ରାଉଣ୍ଡ ରେ ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ତ୍ୱପୂର୍ଣ୍ଣ ମୁକାବିଲା ରେ 4 ୱେକେଟ ରେ ବିଜୟୀ ହୋଇଥିଲା ଭିବିଏସ ପୂର୍ବାଞ୍ଚଳ ଦଳ । ପ୍ରଥମ ବ୍ୟାଟିଂ କରିଥିବା ଉତ୍କଳ 128 ରନ ରେ ଅଲଆଉଟ ହୋଇଥିଲା । ଜବାବ ରେ 6 ୱେକେଟ ହରାଇ ବିଜୟ ହୋଇଥିଲା ଭିବିଏସ ପୂର୍ବାଞ୍ଚଳ ଦଳ । ତେବେ ସର୍ବାଧିକ ପଏଣ୍ଟ ପାଇଥିବାରୁ ଉତ୍କଳ ୟୁନିଭରସିଟି କୁ ବିଜୟ ଘୋଷିତ କରାଯାଇଥିଲା ।

ତେବେ ଏହି ପ୍ରତିଯୋଗୀତା ଆସନ୍ତା ବର୍ଷ ଡିସେମ୍ବର 24 ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ସମୁଦାୟ 72 ଟି ଟିମ ଏହି ପ୍ରତିଯୋଗୀତା ରେ ଭାଗ ନେଇଥିଲେ । କଟକ ର 5 ଟି ଓ ଭୁବନେଶ୍ୱରର ଗୋଟିଏ ଗ୍ରାଉଣ୍ଡ ରେ ଖେଳାଯାଇଥିଲା ସମସ୍ତ ମ୍ୟାଚ ।

ତେବେ ଉଦଯାପନି ଦିବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି , ସମ୍ପାଦକ ସଞ୍ଜୟ ବେହେରା , ରେଭେନ୍ସା କୁଳପତି ଇଶାନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Body:ବାଇଟ: ଆଶୁତୋଷ ଦାସ( ଉତ୍କଳ ୟୁନିଭରସିଟି ଅଧିନାୟକ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.