ETV Bharat / sports

ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ: ସ୍ବର୍ଣ୍ଣରେ ଚମକିଲେ ଦୂତୀ, ଅମୀୟଙ୍କୁ ବ୍ରୋଞ୍ଜ - Indian Grand Prix

ପଞ୍ଜାବର ଏନଆଇଏସ ପଟିଆଲାରେ ଚାଲିଥିବା ପ୍ରଥମ ଭାରତୀୟ ଗ୍ରାଣ୍ଡପ୍ରିକ୍ସ ରେ 100 ମିଟର ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ଅଧିକ ପଢନ୍ତୁ...

Dutee Chand & Amiya Mallick bagging medals in the First Indian Grand Prix at NIS, Patiala.
ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ: ସ୍ବର୍ଣ୍ଣରେ ଚମକିଲେ ଦୂତୀ, ଅମିୟଙ୍କୁ ବ୍ରୋଞ୍ଜ
author img

By

Published : Feb 18, 2021, 9:32 PM IST

ପଟିଆଲା: ରାଜ୍ୟ ପାଇଁ ପୁଣି ଗୌରବ ଆଣିଲେ ଦୌଡରାଣୀ ଦୂତୀ ଚାନ୍ଦ । ପଞ୍ଜାବର ଏନଆଇଏସ ପଟିଆଲାରେ ଚାଲିଥିବା ପ୍ରଥମ ଭାରତୀୟ ଗ୍ରାଣ୍ଡପ୍ରିକ୍ସ ରେ 100 ମିଟର ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଆ ଧାବିକା ଦୂତୀ ।

  • Congratulate #Odisha athlete Amiya Kumar Mallick on winning bronze in 100m sprint at the Indian Grand Prix held at National Institute of Sports, Patiala. Wish him best for future.

    — Naveen Patnaik (@Naveen_Odisha) February 18, 2021 " class="align-text-top noRightClick twitterSection" data=" ">

100 ମିଟର ଦୌଡକୁ 11.51 ସେକେଣ୍ଡରେ ଶେଷ କରି ଏହି ଉପଲବ୍ଧି ହାସଲ କରିଛନ୍ତି । ଅନ୍ୟପଟେ ପୁରୁଷ ଏକକ ବର୍ଗରେ ମଧ୍ୟ ଓଡିଆ ଆଥଲେଟ ଅମୀୟ ମଲିକ ସଫଳତା ହାସଲ କରିଛନ୍ତି। ପୁରୁଷ ଏକକ ବର୍ଗରେ 100 ମିଟର ଦୌଡକୁ 10.89 ସକେଣ୍ଡରେ ପହଞ୍ଚି ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ।

  • Congratulate #Odisha’s ace sprinter @DuteeChand on winning women's 100m race at the Indian Grand Prix held at National Institute of Sports, Patiala. Wish her the best for future.

ଏହି ସଫଳତା ପରେ ଦୂତୀ ଓ ଅମିୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ମଧ୍ୟ ଟ୍ବିଟ ଯୋଗଁ ଦୁଇ ଓଡିଆ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.