ETV Bharat / sports

ଆଇପିଏଲ ଖେଳାଳୀଙ୍କୁ ବିସିଆଇର ଚେତାବନୀ, କେହିବି କୋଭିଡ ନିୟମ ଉଲ୍ଲଘଂନ କରିବେନି

author img

By

Published : Aug 20, 2020, 7:36 PM IST

ଆଇପିଏଲର 13ତମ ସଂସ୍କରଣ ଆଗାମୀ ମାସରେ ୟୁଏଇରେ ଖେଳାଯିବ । ଏପଟେ ତାଜା ରିପୋର୍ଟ ଅନୁସାରେ କୋରୋନା ସଂକ୍ରମଣ ସଂଖ୍ୟା ୟୁଏଇରେ ବଢିବାରେ ଲାଗିଛି । ଯାହାଫଳରେ ଖେଳାଳିଙ୍କୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ ।

ipl
ipl

ନୂଆଦିଲ୍ଲୀ: କୋରୋନା ମହାମାରୀ ଭିତରେ ଆଇପିଏଲର 13ତମ ସଂସ୍କରଣ ଆଗାମୀ ମାସରେ ୟୁଏଇରେ ଖେଳାଯିବ । ଏପଟେ ତାଜା ରିପୋର୍ଟ ଅନୁସାରେ କୋରୋନା ସଂକ୍ରମଣ ସଂଖ୍ୟା ୟୁଏଇରେ ବଢିବାରେ ଲାଗିଛି । ଯାହାଫଳରେ ଖେଳାଳିଙ୍କୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ ।

ଆଜି ରାଜସ୍ଥାନ ଓ ପଞ୍ଜାବ ଦଳ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । 23 ଅଗଷ୍ଟ ମଧ୍ୟରେ ବାକି ଦଳ ମଧ୍ୟ ୟୁଏଇ ପହଞ୍ଚି ଯିବ ।

ତେବେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତ ଖେଳାଳି, କୋଚ ଓ ଟିମର ମାଲିକଙ୍କ ସମେତ ଅନ୍ୟ ମେମ୍ବରଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏପରି କିଛି ଭୁଲ କରିବ ନାହିଁ, ଯେପରି ଅନ୍ୟମାନେ ସଂକ୍ରମିତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.