ଲେହ: ଭାରତୀୟ କ୍ରିକେଟ ଚିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କଶ୍ମୀରରେ ନିଜର ଆର୍ମି ଟ୍ରେନିଙ୍ଗ ସମାପ୍ତ କରିଛନ୍ତି । ସେଠାରେ ସେ ଶିଶୁମାନଙ୍କ ସହ ବାସ୍କେଟବଲ କୋର୍ଟରେ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି ।
ଫଟୋରେ ଧୋନି ବ୍ୟାଟିଂ କରୁଥିବାର ନଜର ଆସୁଛନ୍ତି ।
ସୂଚନାଥାଉକି, 38ବର୍ଷୀୟ ଧୋନି କ୍ରିକେଟରୁ 2ମାସ ପାଇଁ ବିଶ୍ରାମ ନେଇଛନ୍ତି ଓ ସେନାଙ୍କ ସହ ସମୟ ଅତିବାହିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଧୋନି ଟେରିଟୋରିଆଲ ଆର୍ମି-106 ଟିଏ ବଟାଲିୟାନ ସହ ଗତ 30 ଜୁଲାଇରୁ ଆର୍ମି ଟ୍ରେନିଙ୍ଗ କରିଛନ୍ତି ।