ETV Bharat / sports

IPL 2021: ଚେନ୍ନାଇରେ ଧୋନି- ରାୟଡୁ, ଖୁବ୍‌ ଶୀଘ୍ର ଆରମ୍ଭ ସିଏସ୍‌କେ କ୍ୟାମ୍ପ

author img

By

Published : Mar 4, 2021, 1:18 PM IST

ଚଳିତ ସିଜନର ଆଇପିଏଲ ପାଇଁ ସିଏସକେ ଅଧିନାୟକ ଏମଏସ ଧୋନି ଓ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟିଡୁ ଚେନ୍ନାଇରେ ପହଞ୍ଚି ସାରିଲେଣି ।

IPL 2021: ଚେନ୍ନାଇରେ ଧୋନି- ରାୟଡୁ, ଖୁବ୍‌ ଶୀଘ୍ର ଆରମ୍ଭ ସିଏସ୍‌କେ କ୍ୟାମ୍ପ
IPL 2021: ଚେନ୍ନାଇରେ ଧୋନି- ରାୟଡୁ, ଖୁବ୍‌ ଶୀଘ୍ର ଆରମ୍ଭ ସିଏସ୍‌କେ କ୍ୟାମ୍ପ

ନୂଆଦିଲ୍ଲୀ: ଚଳିତ ସିଜନର ଆଇପିଏଲ ପାଇଁ ସିଏସକେ ଦଳ 8 କିମ୍ବା 9ମାର୍ଚ୍ଚରୁ ଅଭ୍ୟାସ ଆରମ୍ଭ କରିବ । ଏହାର ସୂଚନା ସିଏସ୍‌କେର ସିଇଓ କାଶୀ ବିଶ୍ବନାଥନ ଦେଇଛନ୍ତି ।

ଟିମର ଅଧିନାୟକ ଏମଏସ ଧୋନି ଓ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟିଡୁ ଚେନ୍ନାଇରେ ପହଞ୍ଚି ସାରିଲେଣି ଓ ଅନ୍ୟ ତାମିଲନାଡୁ ଖେଳାଳି ଅତିଶ୍ରୀଘ୍ର ଶିବିରରେ ସାମିଲ ହେବେ ।

ସିଇଓ କାଶୀ ବିଶ୍ବନାଥନ କହିଛନ୍ତି ଯେ, ଆମେ ଆଇପିଏଲର ଆଗାମୀ ସଂସ୍କରଣର ଅଭ୍ୟାସ ପାଇଁ 8କିମ୍ବା 9ତାରିଖରେ ଆମର ଶିବିର ଆରମ୍ଭ କରିବୁ । ଅଧିନାୟକ ଏମଏସ ଧୋନି,ଅମ୍ବାତି ରାୟିଡୁ ଓ ଚୟନ ଖେଳାଳି ଖୁବ୍‌ଶୀଘ୍ର ଶିବିରରେ ସାମିଲ ହେବେ ।

ସୂଚନାଥାଉକି, 18 ଫେବୃଆରୀ ହୋଇଥିବା ନିଲାମୀରେ ଚେନ୍ନାଇ ଦଳ ମୋଇନ ଅଲ୍ଲୀ, କେ ଗୌତମ ଓ ଚେତେଶ୍ବର ପୂଜାରାଙ୍କୁ କିଣିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.