ETV Bharat / sports

ନିଜ ବ୍ୟାଟିଂ କ୍ରମକୁ ନେଇ ମୁହଁ ଖୋଲିଲେ ମାହି - କ୍ରିକେଟ ନ୍ୟୁଜ

ଧୋନିଙ୍କ ମତରେ ଆକ୍ଟିଂ କରିବା ବହୁତ କଠିନ । ସେହିପରି ତାଙ୍କ ଉପରେ ଆଧାରିତ ମୁଭିର କିଛି ଅଂଶ ତାଙ୍କର ବାସ୍ତବ ଜୀବନର କାହାଣୀ ନୁହେଁ ।

cricket
author img

By

Published : Nov 18, 2019, 9:18 PM IST

ଗୁରୁଗ୍ରାମ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୁରୁଗ୍ରାମର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ନିଜର ଜୀବନ, କ୍ୟାରିଅରକୁ ନେଇ ଅନେକ ପ୍ରଶ୍ନର ଉତ୍ତର ମିଡିଆ ଆଗରେ ରଖିଥିଲେ ।

ଧୋନିଙ୍କୁ ଯେତେବେଳେ ବଲିଉଡରେ ଏଣ୍ଟ୍ରି କଥା ପଚାରାଯାଇଥିଲା ,ସେ କହିଥିଲେ ଯେ ଆକ୍ଟିଙ୍ଗ ବହୁତ କଠିନ କାମ ଓ ମୁଁ ବିଜ୍ଞାପନ ଯାଏଁ ହିଁ ଠିକ ଅଛି ।

ଏଥିସହ ତାଙ୍କ ଉପରେ ଆଧାରିତ ମୁଭି ସମ୍ପର୍କରେ ମଧ୍ୟ ମାହି କହିଥିଲେ ଯେ, ସେହି ଫିଲ୍ମର କିଛି ଅଂଶ ମୋ ବାସ୍ତବ ଜୀବନ ଉପରେ ଆଧାରିତ ନଥିଲା । ଏଥିସହ ଖେଳର ବିଜୟ ପରାଜୟକୁ ନେଇ ଧୋନି କହିଛନ୍ତି ଯେ, ସମସ୍ତ ଟିମ ଜିତିବା ପାଇଁ ହିଁ ଖେଳେ । ଭାରତୀୟ ଦଳ 100ରୁ 90ଟି ମୁକାବିଲାରେ ବିଜୟ ହାସଲ କଲେ ବି ପ୍ରଶଂସକମାନେ ଆହୁରି ଆଶା ରଖିଥାନ୍ତି ।

ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଭାରତ ପାଇଁ ଖେଳିବି । ସର୍ବଦା ନିଜର ଦଳ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହେଁ । ମତେ କୌଣସି କ୍ରମରେ ବ୍ୟାଟିଂ କରିବାକୁ ପଠାଗଲେ ବି ମୋର ଲକ୍ଷ୍ୟ ସମାନ ଥାଏ । ଦଳ ପାଇଁ ବେଷ୍ଟ ଖେଳିବା ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.