ETV Bharat / sports

ଅଶ୍ବିନଙ୍କ ୱିକେଟ ନେବା କ୍ଷମତା ଉପରେ ଧୋନି କରନ୍ତି ଭରସା: ରାଇନା - ରବିଚନ୍ଦ୍ରନ ଅଶ୍ବିନ

ପାୱାର ପ୍ଲେ ଓଭରେ ଅଶ୍ବିନଙ୍କ ୱିକେଟ ନେବା କ୍ଷମତା ଉପରେ ମହେନ୍ଦ୍ର ସିଂହ ଧୋନି ବେଶ୍‌ ଭରସା କରନ୍ତି ବୋଲି କହିଛନ୍ତି ରାଇନା । ଅଧିକ ପଢ଼ନ୍ତୁ...

Dhoni believed in Ashwin, wicket-taking ability, suresh raina, ୱିକେଟ ନେବା କ୍ଷମତା,  ରବିଚନ୍ଦ୍ରନ ଅଶ୍ବିନ, ପାୱାର ପ୍ଲେ ଓଭର
ଅଶ୍ବିନଙ୍କ ୱିକେଟ ନେବା କ୍ଷମତା ଉପରେ ଧୋନି କରନ୍ତି ଭରସା: ରାଇନା
author img

By

Published : Apr 24, 2020, 9:58 PM IST

ନୂଆଦିଲ୍ଲୀ: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଶୁକ୍ରବାର ରବିଚନ୍ଦ୍ରନ ଅଶ୍ବିନଙ୍କ ପ୍ରଶଂସା କରିଛନ୍ତି । ପାୱାର ପ୍ଲେ ଓଭର ମାନଙ୍କରେ ଅଶ୍ବିନ ବେଶ ଭଲ ବୋଲିଂ କରନ୍ତି ବୋଲି କହିଛନ୍ତି ରାଇନା ।

ରାଇନା କହିଛନ୍ତି ଯେ, ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଅଶ୍ବିନଙ୍କ ଉପରେ ବେଶ୍‌ ଭରସା କରନ୍ତି କାରଣ ପ୍ରାରମ୍ଭିକ ଓଭରରେ ଏହି ସ୍ପିନରଙ୍କର ୱିକେଟ ନେବାର କ୍ଷମତା ରହିଛି ।

Dhoni believed in Ashwin, wicket-taking ability, suresh raina, ୱିକେଟ ନେବା କ୍ଷମତା,  ରବିଚନ୍ଦ୍ରନ ଅଶ୍ବିନ, ପାୱାର ପ୍ଲେ ଓଭର
ଅଶ୍ବିନଙ୍କ ୱିକେଟ ନେବା କ୍ଷମତା ଉପରେ ଧୋନି କରନ୍ତି ଭରସା: ରାଇନା

ଅଶ୍ବିନ ଓ ରାଇନାଙ୍କ ମଧ୍ୟରେ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟ ବେଳେ ଅଶ୍ବିନଙ୍କୁ ପ୍ରଶଂସା କରିଥିଲେ ରାଇନା ।

‘‘ଯଦି ଆପଣ ନିଜର ପାୱାର ପ୍ଲେ ବୋଲିଂ ଆଭରେଜ ଦେଖିବେ, ଏହା ସବୁବେଳେ 6 ତଳେ ରହିଥାଏ । ଆପଣ ସବୁବେଳେ ଆମକୁ ୱିକେଟ ଦେବାରେ ସାହାଯ୍ୟ କରନ୍ତି, ତେଣୁ ଏମଏସ ଆପଣଙ୍କ ଉପରେ ଭରସା କରନ୍ତି । ଆପଣ ଯେତେବେଳେ ପୁଣେ ଓ ପଞ୍ଜାବ ପାଇଁ ଖେଳୁଥିଲେ ମୁଁ ସବୁବେଳେ ମୋ ଟିମକୁ ଆପଣଙ୍କ ଠାରୁ ସାବଧାନ ରହିବା ପାଇଁ କହୁଥିଲି । କାରଣ ଆପଣଙ୍କ ବୋଲିଂ କ୍ଷମତା ସବୁବେଳେ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ଦିଏ,’’ ବୋଲି ରାଇନା ଅଶ୍ବିନଙ୍କୁ କହିଥିଲେ ।

ରାଇନା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ 193 ମ୍ୟାଚ ଖେଳିଛନ୍ତି ଓ 5 ହଜାର 368 ରନ ସ୍କୋର କରିଛନ୍ତି ।

ଅପରପକ୍ଷେ ଅଶ୍ବିନ ସିଏସକେ ପାଇଁ ଖେଳିଛନ୍ତି 97ଟି ମ୍ୟାଚ ଓ ହାତେଇଛନ୍ତି 90ଟି ୱିକେଟ । 2011ରେ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ହାତେଇଥିଲେ 20ଟି ୱିକେଟ ।

ଚେନ୍ନାଇ ସୁପର କିଙ୍ଗ୍ସ ତିନିଥର ( 2010, 2011 ଓ 2018) ଧୋନିଙ୍କ ନେତୃତ୍ବରେ ଆଇପିଏଲ ବିଜେତା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.