ETV Bharat / sports

ଆଇପିଏଲ ମ୍ୟାଚ-26: ଟସ ଜିତି ଦିଲ୍ଲୀର ଫିଲ୍ଡି୍ଂ ନିଷ୍ପତି - dc

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛି ଅତିଥି ଦିଲ୍ଲୀ କ୍ୟାପିଟାଲ୍ସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 12, 2019, 8:23 PM IST

କୋଲକତା: ଶୁକ୍ରବାର ଆଇପିଏଲର 26ତମ ମ୍ୟାଚ କୋଲକତା ଇଡେନ ଗାର୍ଡେନଠାରେ ଖେଳାଯିବ । ଏହି ମ୍ୟାଚରେ ସାମ୍ନାସାମ୍ନି ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକତା ନାଇଟ ରାଇଡର୍ସ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛି ଅତିଥି ଦିଲ୍ଲୀ କ୍ୟାପିଟାଲ୍ସ । ସଂନ୍ଧ୍ୟା 8ଟାରୁ ଆରମ୍ଭ ହେବ ଏହି ମ୍ୟାଚ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆଇପିଏଲର ଏହା 2ୟ ରାଉଣ୍ଡ ମୁକାବିଲା । 2ୟ ଥର ପାଇଁ ମୁହାଁମୁହିଁ ହେଉଥିବା ଏହି ଦୁଇ ଦଳ ପୂର୍ବରୁ ମଧ୍ୟ ଆମନା ସାମନା କରି ସାରିଛନ୍ତି । ତେବେ ସୁପର ଓଭରର ବଦଲା ନେବାକୁ ନିଜ ଘରୋଇ ଗ୍ରାଉଣ୍ଡ ଇଡେନ ଗାର୍ଡନରେ ପ୍ରସ୍ତୁତ କେକେଆର ।

ଅନ୍ୟପଟେ ଦିଲ୍ଲୀ ଆଜି ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ସନ୍ଦିପ ଲାମିଚାନଙ୍କ ସ୍ଥାନରେ କିମୋ ପାଉଲଙ୍କୁ ଅଣାଯାଇଛି । ମାତ୍ର କୋଲକତାରେ ଆଜି ଦେଖିବାକୁ ମିଳିଛି ବଡ ପରିବର୍ତ୍ତନ । ଆହତ ଯୋଗୁଁ ସୁନୀଲ ନରିନ ଓ କ୍ରିସ ଲିନଙ୍କ ସ୍ଥାନରେ ଲୋକି ଫରଗ୍ୟୁସନ ଓ ଜୋ ଡେଲିନଙ୍କୁ ସ୍ଥାନ ମିଳିଛି ।

Intro:Body:

ddghd

Conclusion:

For All Latest Updates

TAGGED:

kkripldctoss
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.