ETV Bharat / sports

ଦୀପକ ଚହର କୋରୋନା ସଂକ୍ରମିତ ପରେ ଏମିତି କହିଲେ ଭଉଣୀ ମାଳତି - ଚେନ୍ନାଇ ସୁପର କିଙ୍ଗ୍ସ

ଚେନ୍ନାଇ ସୁପର କିଙ୍ଗ୍ସର 13 ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହେବାର ଦିନର ପରେ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Deepak-chahar-sister-malti-chahar-reacts-after-csk-pacer-tests-positive-for-covid-19
ଦୀପକ ଚହର କୋରୋନା ସଂକ୍ରମିତ ପରେ ଏମିତି କହିଲେ ଭଉଣୀ ମାଳତି
author img

By

Published : Aug 30, 2020, 10:25 PM IST

ଆଗରା: ଚେନ୍ନାଇ ସୁପର କିଙ୍ଗ୍ସର 13 ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହେବାର ଦିନର ପରେ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟିମର ଦୁଇ ଖେଳାଳି ମଧ୍ୟ ସଂକ୍ରମିତ ଥିବା ସହ ସେମାନଙ୍କୁ ଆଇସୋଲେଟ କରାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି । ତେବେ ବୋର୍ଡ ପକ୍ଷରୁ ଖେଳାଳିଙ୍କ ନାମ ଖୁଲାସା କରାଯାଇନାହିଁ । ମାତ୍ର ଏକାଧିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଂକ୍ରମିତ ସଦସ୍ୟଙ୍କ ମଧ୍ୟରେ ପେସ ବୋଲର ଦୀପକ ଚହରଙ୍କ ନାମ ରହିଛି ।

Deepak-chahar-sister-malti-chahar-reacts-after-csk-pacer-tests-positive-for-covid-19
ଦୀପକ ଚହରଙ୍କ ଭଉଣୀ ମାଳତି ଚହର
  • You are a true warrior, born to fight
    Day is brighter after the darkest night
    May you come out stronger than ever before
    With love & prayers, waiting to see you roar.
    (To all csk family🌼)#IPL2020 pic.twitter.com/YFuBfp0E5Q

    — Malti Chahar🇮🇳 (@ChaharMalti) August 29, 2020 " class="align-text-top noRightClick twitterSection" data=" ">

ସଂକ୍ରମିତ ସମସ୍ତ ସଦସ୍ୟଙ୍କୁ ଅଲଗା ରଖାଯାଇଥିବାବେଳେ, କିଛି ଦିନ ପରେ ପୁନର୍ବାର ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ ହେବା ପରେ ଟିମ ସହ ଉକ୍ତ ସଦସ୍ୟ ସାମିଲ ହୋଇପାରିବେ ।

ଦୀପକ ଚହର

ତେବେ ଭାଇ ଦୀପକ ଚହରଙ୍କ ଖବର ନେଇ ଭଉଣୀ ମାଳତି ଚହର ପ୍ରତିକ୍ରିୟା ରଖିଛନ୍ତି । କଳା ରାତ୍ରି ପରେ ସ୍ପଷ୍ଟ ଦିବାଲୋକ ରହିଥାଏ । ଦୃଢ ଭାବେ ଲଢିବାକୁ ସୋସିଆଲ ମିଡିଆରେ ଭାଇ ଦୀପକଙ୍କ ସହ ଚେନ୍ନାଇ ସୁପୁର କିଙ୍ଗ୍ସ ପରିବାର ଉଦ୍ଦେଶ୍ୟରେ ଟ୍ବିଟ କରିଛନ୍ତି ।

ଦୀପକ ଚହରଙ୍କ ପରେ ଟିମର ଅନ୍ୟ ଜଣେ ଖେଳାଳି ରୁତୁରାଜ ଗାଏକ୍ବାଡ ସଂକ୍ରମିତ ଥିବା ଚର୍ଚ୍ଚା ହୋଇଥିଲା । ପରେ ଟିମର ଷ୍ଟାର ଖେଳାଳି ସୁରେଶ ରୈନା ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.